Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟନାରାୟଣଙ୍କ ବିସ୍ଫୋରକ ବୟାନ ; କହିଲେ, ବିଜେପି ଚାହିଁଲେ ବିଜେଡି ଭାଙ୍ଗିବ

ଖୋଦ୍ ବିଜେଡି ଦଳର ନେତାମାନେ ବିଜେଡିର ତଥାକଥିତ ନମ୍ବର ଦୁଇ ମୁଖିଆଙ୍କ ବିରୋଧରେ ସ୍ବର ଉଠାଇବା ପରେ ଏବେ ବିଜେପିର ବରିଷ୍ଠ ନେତା ତଥା ବିଜେପିର ବିଧାୟକ ଜୟନାରାୟଣ ମିଶ୍ର ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି , ବିଜେଡିର ଭିତିରି ମୁଖିଆ ବୋଲାଉଥିବା ବ୍ୟକ୍ତିଙ୍କ ବିରୋଧରେ ଯେତେ ସ୍ବର ଉଠିବ ସେ ସେତେ ପଦାରେ ପଡିବେ ।

ଓଡିଶାର ଖଣି, ପାଣି, ସବୁ କିଛି ଲୁଟିନେଲେ । ସେ ବ୍ୟକ୍ତିଙ୍କୁ ଛଡାଯିବା ଉଚିତ ନୁହେଁ । ଏସବୁ ଜାଣି ମଧ୍ୟ ନବୀନ ବାବୁ ଚୁପ୍ । ତାଙ୍କରି ଲାଗି ଏତେ ସରି ବୁଡିଲା ପରେ ବି ତାଙ୍କ ବୁଦ୍ଧି ଉଦୟ ହେଉନି । ତାଙ୍କ ଭିତରେ କି ପ୍ରୀତି ମଧୁର ସମ୍ପର୍କ ଅଛି କିଏ କହିବ ? ତାଙ୍କ ଭିତରେ ସୂର୍ଯ୍ୟ , କଇଁର ସମ୍ପର୍କ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ