Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ର ସୂରଜ ନନ୍ଦ ସାମିଲ ହେଲେ ଓଡିଶା ଫୁଟବଲ ଦଳରେ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଅଞ୍ଚଳର ଯୁବ ଫୁଟବଲ ଖେଳାଳି ସୂରଜ ନନ୍ଦ ଓଡିଶା ଦଳରେ ସାମିଲ ହୋଇଛନ୍ତି l ଚଳିତ ମାସ 7 ରୁ 13 ପର୍ଯ୍ୟନ୍ତ ବିହାର ରେ ହେବାକୁଥିବା ଖେଲୋ ଇଣ୍ଡିଆ ଯୁବ କ୍ରିଡା ପାଇଁ ଓଡିଶା ବାଳକ ଦଳ ଘୋଷିତ ହୋଇଛି l ଦଳରେ ସେ ସାମିଲ ହେବା ଖବର ପ୍ରଚାରିତ ହେବା ପରେ ବୀରମହାରାଜପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ