Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣି ସମସ୍ୟା ପାଇଁ ଟିଠି ପାଲି ଛକରେ ରାସ୍ତା ରୋକ କଲେ ଟାଙ୍ଗରସାହି ଗ୍ରାମ ମହିଳା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଟାଙ୍ଗରସାହି ଗ୍ରାମର ମହିଳା ମାନେ ଆଜି ବୀରମହାରାଜପୁର- ସୋନପୁର ମୁଖ୍ୟ ରାସ୍ତା ଟିଠିପାଲି ଛକ ରାସ୍ତା ରୋକ କରିଥିଲେ ପାଣି ସମସ୍ୟା ନେଇ I ଖବର ପାଇ ବ୍ଲକ ଉପ ଉପାଧ୍ୟକ୍ଷ ନାରାୟଣ ଲୁହା ଘଟଣା ସ୍ଥଳରେ ପହଞ୍ଚି ପାଣି ସମସ୍ୟା ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା l ଶ୍ରୀ ଲୁହା ଙ୍କ ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ ହlସଦl, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ