Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଥାନାରେ ସେଣ୍ଟ୍ରି ଡିଉଟି ରେ ଥିବା କନେଷ୍ଟବଲ ହଲେନ୍ଦ୍ର ଧାରୁଆ ଙ୍କ ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର) ଶୁକ୍ରବାର ସୁବଳୟା ଥାନାରେ ସେଣ୍ଟ୍ରି ଡ଼ିଉଟି କରୁଥିବା କୋନେଷ୍ଟବଲ ହରେନ୍ଦ୍ର ଧରୁଆ ହଠାତ ଅସୁସ୍ଥ ହୋଇ ଗଲେ l ସନ୍ଧ୍ୟା ସମୟରେ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନା ରେ ସୁବଳୟା ପୋଲିସ ଚକିତ୍ସା ପାଇଁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଶ୍ରୀ ଧରୁଆ ସୁବଳୟା ଥାନାରେ ଦୁଇ ବର୍ଷ ହେଲା କାର୍ଯ୍ୟ କରୁଥିବା ସହିତ ସେ ଜଣେ ମେଳାପୀ ବ୍ୟକ୍ତି ହୋଇଥିବାରୁ ଅଞ୍ଚଳରେ ଏବଂ ପୋଲିସ ବିଭାଘରେ ଶୋକର ଛାୟା ଖେଳି ଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ