ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା…


ଭୁବନେଶ୍ବର: ଭାରତର ରାଷ୍ଟ୍ରପତି ଜୁଲାଇ ୧୪ ଏବଂ ୧୫ ଜୁଲାଇ ୨୦୨୫ ରିଖ ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଭୁବନେଶ୍ବର ଓ କଟକ ଗସ୍ତରେ ଆସୁଛନ୍ତି। ଭି.ଆଇ.ପି./ ଭି.ଭି.ଆଇ.ପି. ମାନଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନ କୁ ଦୃଷ୍ଟିରେ ରଖ୍ ଓଡିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ବର – କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ ର ଧାରା ୩୬ ଅନୁସାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି।

ନିମ୍ନଲିଖୁତ ଦିନ ଓ ସମୟରେ କୌଣସି ଯାନବାହାନ ଏହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତା ରୁ ଏହି ରାସ୍ତାକୁ ଆସିପାରିବେ ନାହିଁ। ଜାଣନ୍ତୁ ଟ୍ରାଫିକ କଟକଣା…

୧୪.୦୭.୨୦୨୫(ସୋମବାର)୧୫.୦୭.୨୦୨୫ (ମଙ୍ଗଳବାର)୫.୧୦ ମିନିଟ୍ ରୁ ୫.୫୦ ମିନିଟ୍ସନ୍ଧ୍ୟା ୬.୩୦ ମିନିଟ୍ରୁ ସନ୍ଧ୍ୟା ୭.୦୫ ମିନିଟ୍ସକାଳ ୯.୩୦ ମିନିଟ୍ରୁ ଦିବା ୧୧.୧୦ ମିନିଟ୍ଦିବା ୧୧.୫୦ ମିନିଟ୍ ରୁ ଅପରାହ୍ନ ୧୨.୧୫ ମିନିଟ୍ଅପରାହ୍ଣ ୧୨.୨୫ ମିନିଟ୍ ରୁ ଅପରାହ୍ନ ୧୨.୫୦ ମିନିଟ୍ଅପରାହ୍ନ ୩.୧୦ ମିନିଟ୍ ରୁ ଅପରାହ୍ନ ୩.୩୦ମିନିଟ୍ଅପରାହ୍ନ ୩.୩୫ମିନିଟ୍ ରୁ ଅପରାହ୍ନ ୩.୫୫ ମିନିଟ୍ରାସ୍ତା ଗୁଡ଼ିକ—ଏୟାରପୋର୍ଟ ଛକ- ହସ୍ପିଟାଲ୍ ଛକ – ଏ.ଜି. ଛକ – ବାମ ମୋଡ଼ – ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବି.ଏନ୍. ଛକ – ଶାସ୍ତ୍ରୀ ନଗର ଛକ ବେହେରା ସାହି ଛକ – ଜୟଦେବ ବିହାର ଛକ – ବାମ ମୋଡ଼ – ଜାତୀୟ ରାଜପଥ-୧୬ – ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ ଶେଷ – କସ୍ମୋପଲିସ ଛକ – ଏମ୍ବ ଅଣ୍ଡର ପାସ୍ – ବି.ପି.ଏସ୍.ପି.ଏ କଟ୍ – ଏସ୍ଟ ଗୋଲେଇ – ଡାହାଣ ମୋଡ଼ । ଏକ୍ସ ହସ୍ପିଟାଲ୍ – ବାମ ମୋଡ଼ – ଆଇଗିଣିଆ ଅଣ୍ଡରପାସ୍ – କସ୍ମୋପଲିସ୍ ଛକ ଜାତୀୟ ରାଜପଥ-୧୬ ରେ କ୍ରାଉନ୍ ହୋଟେଲ୍ ପର୍ଯ୍ୟନ୍ତ – ସର୍ଭିସ୍ ରୋଡ୍ ବାମ ମୋଡ଼ – ନିୟୁ ପାଲ୍ ହାଇଟ୍ କଟ୍ – ୟୁ ଟର୍ନ – ଜୟଦେବ ବିହାର ଛକ – ବେହେରା ସାହି ଛକ – ଶାସ୍ତ୍ରୀ ନଗର ଛକ – ୧୨୦ ବି.ଏନ୍. ଛକ – ପାୱାର—-ହାଉସ ଛକ – ରାଜଭବନ ।ରାଜଭବନ ଛକ – ପାୱାର ହାଉସ ଛକ – ୧୨୦ ବି.ଏନ୍. ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ବାମ ମୋଡ଼ – ନୟାପଲ୍ଲୀ ଅଣ୍ଡରପାସ୍ – ୟୁ ଟର୍ମ – ଜାତୀୟ ରାଜପଥ-୧୬ – ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ, କଟକ ଫ୍ଲାଏ ଓଭର ବ୍ରିଜ୍ ଶେଷ – ଓ.ଏମ୍.ପି ଛକ – ବାମ ମୋଡ଼ ମାଲ୍ ଗୋଡାଉନ୍ ଓଭର ବ୍ରିଜ୍ – ଡାହାଣ ମୋଡ଼ – ରେଭେନ୍ସା ବିଶ୍ବବିଦ୍ୟାଳୟ । ରେଭେନ୍ସା ବିଶ୍ଵବିଦ୍ୟାଳୟ – ବାମ ମୋଡ଼ – କଟକ ସ୍ଵଇଟ୍ ଷ୍ଟଲ୍ – ଡାହାଣ ମୋଡ଼ – ଯୋବ୍ରା ଛକ – ବାମ ମୋଡ଼ – ଗଡ଼ଗଡ଼ିଆ ମନ୍ଦିର – ବାମ ମୋଡ଼ – ଗୋପବନ୍ଧୁ ଛକ – ମଧୁସୂଦନ ଷ୍ଟାଚ୍ୟୁ – ଡାହାଣ ମୋଡ଼ – ସମାଜ ଅଫିସ୍ ବାମ ମୋଡ଼ – ବକ୍ସି ବଜାର ଛକ – ଡାହାଣ ମୋଡ଼ –ଗୌରୀ ଶଙ୍କର ପାର୍କ ବାମ ମୋଡ଼ – ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ।-——ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ – ବାମ ମୋଡ଼ – ଗୌରୀ ଶଙ୍କର ପାର୍କ ବାମ ମୋଡ଼ – ବକ୍ସି ବଜାର ଛକ –ଡାହାଣ ମୋଡ଼ – ମଧୁସୂଦନ ଷ୍ଟାଚ୍ୟୁ ଗୋପବନ୍ଧୁ ଛକ – ଡାହାଣ ମୋଡ଼ – ଗଡ଼ଗଡ଼ିଆ ମନ୍ଦିର – ଡାହାଣ ମୋଡ଼ ମାତାମଠ ଛକ – ଶ୍ରୀମା ହସ୍ପିଟାଲ୍ ଛକ – ୟୁ ଟର୍ଚ – ସର୍କିଟ ହାଉସ । | ସର୍କିଟ ହାଉସ – ବାମ ମୋଡ଼ – ଗଡ଼ଗଡ଼ିଆ ମନ୍ଦିର – ବାୟୋ ଡିପୋ ଗଡ଼ା କ୍ୟାଣ୍ଟନମେଣ୍ଟ ଥାନା – ବାମ ମୋଡ଼ – ମଧୁକୁଞ୍ଜ ପାର୍କ ଛକ – ବାମ ମୋଡ଼ – ଆନନ୍ଦ ଭବନ ଛକ – ଭେନ୍ୟୁ ।ସାରଳା ଭବନ – ବିଜୁ ପଟ୍ଟନାୟକ ଛକ – ୟୁ ଟର୍ଚ – ଆନନ୍ଦ ଭବନ ଛକ ଡାହାଣ ଛକ – ଡାହାଣ ମୋଡ଼ –ଇଣ୍ଡୋର ଷ୍ଟାଡିୟମ୍ ।

ଅପରାହ୍ନ ୪.୫୦ ମିନିଟ୍ରୁ ସନ୍ଧ୍ୟା ୬.୧୦ ଘଟିକା|ଇଣ୍ଡୋର ଷ୍ଟାଡିୟମ୍ – ଆନନ୍ଦ ଭବନ ଛକ – ଡାହାଣ ମୋଡ଼ – କ୍ୟାଣ୍ଟନମେଣ୍ଟ ଥାନା ଛକ – ଡାହାଣ ମୋଡ଼ – ଯୋବ୍ରା ଛକ – ଡାହାଣ ମୋଡ଼ – କଟକ ସ୍ଵଇଟ୍ | ଷ୍ଟଲ୍‌ – ବାମ ମୋଡ଼ – ଓ.ଏମ୍.ପି ଛକ – ଜାତୀୟ ରାଜପଥ-୧୬, ଜୟଦେବ ବିହାର ଛକ ପର୍ଯ୍ୟନ୍ତ – ବାମ ମୋଡ଼ – ବେହେରା ସାହି ଛକ – ଶାସ୍ତ୍ରୀ ନଗରଛକ – ୧୨୦ ବି.ଏନ୍. ଛକ – ପାୱାର ହାଉସ ଛକ – ରାଜଭବନ ଛକ – ଏ.ଜି. ଛକ – ଡାହାଣ ମୋଡ଼ – ହସ୍ପିଟାଲ୍ ଛକ – ଏୟାରପୋର୍ଟ ଛକ ।ଉପରୋକ୍ତ କଟକଣା ବ୍ୟତୀତ, ତା. ୧୪ ଜୁଲାଇ ୨୦୨୫ ରିଖ (ସୋମବାର) ଦିନ ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥ‌ିବା ସାମଗ୍ରୀ ପରିବହନକାରୀ | ଭାରୀ ଯାନ (୬ ଚକିଆ କିମ୍ବା ତଦୁର୍ଷ – ଟ୍ରକ୍ ଏବଂ ଟ୍ରଲର) ପିତାପଲ୍ଲୀ ଛକ ଠାରୁ ଭୁବନେଶ୍ବର ଭିତରକୁ ଆସିପାରିବେ ନାହିଁ । ସେହି ଯାନ ଗୁଡିକ ପିତାପଲ୍ଲୀ ଛକ ଠାରୁ ଚନ୍ଦକା ଛକ ଦେଇ କଟକଯାଇପାରିବେ ।ସେହିପରି, କଟକ ପଟୁ ଆସୁଥୁବା ଭାରୀ ଯାନ (୬ ଚକିଆ କିମ୍ବା ତଦୁର୍ଷ – ଟ୍ରକ୍ ଏବଂ ଟ୍ରଲର) ବାଲିକୁଦା ଛକ ଠାରୁ ଚନ୍ଦକା ଛକ ଦେଇ ପିତାପଲ୍ଲୀ ଛକ ଆଡ଼କୁ ଯାଇପାରିବେ ।ତା. ୧୫ ଜୁଲାଇ ୨୦୨୫ ରିଖ (ମଙ୍ଗଳବାର) ଦିନ ସକାଳ ୬ ଘଟିକା ରୁ ସନ୍ଧ୍ୟା ୭ ଘଟିକା ମଧ୍ୟରେ କୌଣସି ପ୍ରକାରର ସାମଗ୍ରୀ ପରିବହନକାରୀ | ଭାରୀ ଯାନ (୬ ଚକିଆ କିମ୍ବା ତଦୁର୍ଷ – ଟ୍ରକ୍ ଏବଂ ଟ୍ରଲର) କଟକ-ଭୁବନେଶ୍ବର ସହର ମଧ୍ୟରେ ଜାତୀୟ ରାଜପଥ ନମ୍ବର-୧୬ ଦେଇ ଯାତାୟାତ କରିପାରିବେ ନାହିଁ ।

ଉପରୋକ୍ତ କଟକଣା ଗୁଡ଼ିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର ଓ ଆମ୍ବୁଲାକ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ, କଟକ ଜନସାଧାରଣଙ୍କୁ ଅନୁରୋଧ କରିଛି ପୋଲିସ।