Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଇଫୁଲ ସୁରେ ଆମର ଗାଁ, ପୁସ୍ତକ ଉନ୍ମୋଚିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ ବାଘପାଲି ଠାରେ ଆଜି ” ଯାଇଫୁଲ ସୁରେ ଆମର ଗାଁ ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଶ୍ରୀଯୁକ୍ତ ସମାରୁ ବଗର୍ତ୍ତୀଙ୍କ ସଭାପତିତ୍ୱରେ କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡିଲିଙ୍କ ଯାଈଫୁଲ ସୁରେ ଆମର ଗାଁ ପୁସ୍ତକ ଉନ୍ମୋଚନ ହୋଇଯାଇଛି l ପୁସ୍ତକ ସମୀକ୍ଷକ ଭାବରେ ଶିକ୍ଷକ ଜିତେନ୍ଦ୍ର ପର୍ଡିଆ, କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡିଲି ଉପସ୍ଥିତ ଥିଲେ l ଏଥିରେ ଦୀନବନ୍ଧୁ ପଧାନ, ରଞ୍ଜନ ତରିଆ, ସୀତୁରାମ ଥାଟି, ଭିକାରି ଚରଣ ମାଝୀ, ବିଭୀଷଣ ଦନାଇ, ମୁରଲୀ ମଡ଼ା, ଦୀନବନ୍ଧୁ ଥାଟି, ସୁନୀଲ ପାଢ଼ୀ, ସନାତନ ଦନାଇ,ସୁରୁବାବୁ ବଗର୍ତ୍ତୀ, ପ୍ରଶାନ୍ତ ପାଢ଼ୀ, ଗଜାନନ୍ଦ ବାରିକ, ରାଜେଶ୍ଵର ସେଠି, ବାସୁଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ