Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗ୍ରାମ ପଂଚାୟତ ସ୍ତରୀୟ ସଂଘ ଠାରେ ସଭାନେତ୍ରୀ ଶ୍ରୀମତୀ ମୀରା ବାରିକ 79 ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ସମ୍ପାଦିକା ମାଧୁରୀ ମେହେର , ଏମ୍ ବି କେ ବବିତା ରାଣୀ ମହାପାତ୍ର ଙ୍କ ସହିତ ସଂଘ ର ସମସ୍ତ ସଭ୍ୟା ତ୍ରିରଙ୍ଗା ପତାକା ତଳେ ଉପସ୍ଥିତ ଥିଲେ I ଠିକ ସେହିପରି ସୁବଳୟା ସ୍ଥିତ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ସଂଘ ର ସଭାପତି ନାରାୟଣ ମିଶ୍ର ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭି ଭାଷଣ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ