Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୯ତମ ସ୍ୱାଧୀନତା ଦିବସ ପାଳନ କଲା ବିଜୁ ସ୍ମୃତି କମିଟି

ସମ୍ବଲପୁର:୭୯ ତମ ସ୍ୱାଧୀନତା ଦିବସ ସମ୍ବଲପୁର ପୁଟିବନ୍ଧ ସ୍ଥିତ ବିଜୁ ସ୍ମୃତି କମିଟି ଠାରେ ପାଳନ ହୋଇ ଯାଇଛି।ଏହି ଅବସରରେ ବିଜୁ ସ୍ମୃତି କମିଟିର ଆବାହକ ପ୍ରଶାନ୍ତ ଥାପା, ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ, ଉପସଭାପତି ସତ୍ୟେନ୍ଦ୍ର ଦାଶ,ଆଇନଜୀବୀ ତଥା ପୂର୍ବତନ ବିଜେଡ଼ି ମହାନଗର ସଭାପତି ପ୍ରଫୁଲ କୁମାର ଦାଶ,ହରଦୀପ ସିଂ ଭୁର୍ଜି, ଶେଷଦେଵ ଗୁରୁ,ଜ୍ଞାନରଞ୍ଜନ ସାର, ମାୟାଧର ଜେନା,ମୁନୁରାମ, ବିକ୍ରମ ରଞ୍ଜିତ,ବାସୁଦେବ ବେହେରା, ସୁଧୀର କୁମାର ନାୟକ, ମନୋଜ କୁମ୍ଭାର, ବିକ୍ରମ କଚ୍ଛପ, ଭୋଳାନାଥ ବେହେରା, ମାନସ ବେହେରା, ବୁଦ୍ଧଦେବ ସୁନା ପ୍ରମୁଖ ଉପସ୍ଥିତ ରହି ପତ୍ତାକା ଉତ୍ତଳନ କରିବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏହାପରେ ବିଜୁ ସ୍ମୃତି କମିଟିର ବାର୍ଷିକ ବିବରଣୀ କାର୍ଯ୍ୟକ୍ରମ ବାବଦରେ ଆଭାହକ ସମସ୍ତଙ୍କୁ ଜଣାଇ କୃତଜ୍ଞତା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories