ଜିଲ୍ଲା ସଭାପତି ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ଵ..

କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା, ବିଭିନ୍ନ ପଦାଧିକାରୀ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ମିଳିଥିବା ରିପୋର୍ଟ ଆଧାରରେ ଏବଂ ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା ବୈଠକ ପରେ କଂଗ୍ରେସ ସଭାପତି ଏସବୁ ନାମଗୁଡ଼ିକୁ ମଂଜୁରୀ ଦେଇଛନ୍ତି ।
ଜିଲ୍ଲା ସଭାପତି
ଅନୁଗୁଳ – ସୁନୀଲ ପ୍ରଧାନ
ବାଲେଶ୍ୱର – ସତ୍ୟଶିବ ଦାସ
ବରଗଡ଼ – ହରଦୀପ ସିଂ ଜିଲ୍ଲା
ଭଦ୍ରକ – ନଳିନୀକାନ୍ତ ମହାନ୍ତି
ଭୁବନେଶ୍ୱର – ପ୍ରକାଶ ଚନ୍ଦ୍ର ଜେନା
ବଲାଙ୍ଗିର – ଅନିଲ ମେହେର
ବୌଦ୍ଧ – ବିନ୍ଧ୍ୟା ବିନୀ ସାହୁ
କଟକ- ପ୍ରଦୀପ୍ତ କୁମାର ଦାସ
କଟକ ସହର – ଗିରିବଳା ବେହେରା
ଦେବଗଡ଼ – ସେମ ହେମରାମ
ଧେନକାନାଳ – ଛବିରାଜ ବିଶ୍ୱାଳ
ଗଜପତି – ଦାଶରଥି ଗୋମାଙ୍ଗୋ
ଗଞ୍ଜାମ ପୂର୍ବ – ରଶ୍ମିରଞ୍ଜନ ପଟ୍ଟନାୟକ
ଗଞ୍ଜାମ ପଶ୍ଚିମ – ରମେଶ ଚନ୍ଦ୍ର ଜେନା
ଜଗତସିଂହପୁର – ଦେବପ୍ରସାଦ ନାୟକ
ଯାଜପୁର – ମଗୁଣି ବଟକୃଷ୍ଣ ଜେନା
ଝାରସୁଗୁଡ଼ା – ଜୀବନ ସାର୍ଥକ ଦାସ
କଳାହାଣ୍ଡି – ଜଲନ୍ଧର ନାୟକ
କନ୍ଧମାଳ – ଚନ୍ଦ୍ରଶେଖର ପରିଡ଼ା
କେନ୍ଦ୍ରାପଡ଼ା – ଡା. ଦେବସ୍ମୃତା ଶର୍ମା
କେନ୍ଦୁଝର – ମନୋଜ କୁମାର ଜେନା
ଖୋର୍ଦ୍ଧା – ରଜୀବ କୁମାର ପଟ୍ଟନାୟକ
କୋରାପୁଟ – ରୂପକ ତୁରୁକ
ମଳକାନଗିରି – ଜି. ଶ୍ରୀନିବାସ ରାଓ
ମୟୁରଭଞ୍ଜ ପୂର୍ବ – ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ
ମୟୁରଭଞ୍ଜ ପଶ୍ଚିମ – ଭୂଷଣ ବିହାରୀ ସାହୁ
ନବରଙ୍ଗପୁର – ଡା. ଲିପିକା ମାଝି
ନୟାଗଡ଼ – ରଞ୍ଜିତ ଦାସ
ନୂଆପଡ଼ା – ଘାସୀ ରାମ ମାଝି
ପୁରୀ – ରାଜେଶ କୁମାର ମିଶ୍ର
ରାୟଗଡ଼ା – ଅପ୍ପଲା ସ୍ୱାମୀ କାଦ୍ରକା
ରାଉରକେଲା – ସବିର ହୁସେନ
ସମ୍ବଲପୁର – ଅମିତ କୁମାର ଗୁରୁ
ସୁବର୍ଣ୍ଣପୁର – ବିନୋଦ ପତ୍ର
ସୁନ୍ଦରଗଡ଼ – ନିର୍ମଳ ଚନ୍ଦ୍ର ନାଇକ