Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ବେଲଗୁଣ୍ଠାଏନ ଏ ସି ରେ ଦୂତୀୟ ସ୍ଥାନରେ ଗୌରବ

ବେଲଗୁଣ୍ଠା: ଆଜି ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ବୋର୍ଡ୍ ପରୀକ୍ଷା ଫଳରେ ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଛାତ୍ର ଗୌରବ କୁମାର ସେଠୀ ସର୍ବାଧିକ 540 ନମ୍ବର୍ ରଖି ବେଲଗୁଣ୍ଠା ଏନ୍ଏସିରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି I ଗୌରବ ମଙ୍ଗଳପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶଙ୍କର ନାରାୟଣ ସେଠୀଙ୍କ ସୁପୁତ୍ର ଅଟନ୍ତି I ସେ ବେଲଗୁଣ୍ଠା ନିଗମାନନ୍ଦ ମାର୍ଗରେ ରହୁଛନ୍ତି I ଗୌରବ ଦୈନିକ ଆଠରୁ ନଅ ଘଣ୍ଟା ପାରିଶ୍ରମ କରି ଏହି ସଫଳତା ପାଇଥିବା ବେଳେ ଭବିଷ୍ୟତରେ ଜଣେ ଡ଼ାକ୍ତର ହେବାର ଲକ୍ଷ୍ଯ ରଖିଛନ୍ତି I ସେ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ବାପା ମାଆଙ୍କ ସମେତ ବିଦ୍ୟାଳୟ ଏବଂ ଟ୍ୟୁସନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି ।