Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାମନଗର ରେ ଟ୍ରାଫିକ ସମସ୍ୟା

ଧାମନଗର ବ୍ଲକ ର ବିଭିନ୍ନ ସ୍ଥାନ ରେ ଜବର ଦଖଲ କରି ଘର ଓ ଦୋକାନ ନିର୍ମାଣ କରା ଯାଉଥିବାରୁ ଗାଡି ଓ ସଧାରଣ ଲୋକ ଯିବା ଆସିବା ରେ ଘୋର ଅସୁବିଧା ଦେଖା ଦେଇଚି। ଫଳ ରେ ଟ୍ରାଫିକ ସମସ୍ୟା ଦେଖା ଦେଇଚୀ।ତେବେ ପୋଲିସ ପକ୍ଷରୁ ଉଚିତ ପଦକ୍ଷେପ ନିଆ ଗଲେ ଏପରି ଟ୍ରାଫିକ ସମସ୍ୟା ଦୂର ହୋଇ ପାରନ୍ତା।ବିଶେଷ କରି ଧାମନଗର ଥାନା ପାଚେରୀ ନିକଟରେ ଫାଷ୍ଟ ଫୁଡ୍ ଦୋକାନୀ ମାନେ ତାଙ୍କର ପସରା ମେଲାଇ ଦେଇଛନ୍ତି । ଫଳ ରେ ରାସ୍ତା ଯାମ ହେଉଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଚି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ