Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ଗଜଲକ୍ଷ୍ମୀ ପୂଜା ରେ କଂସ ଦରବାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗାଁ ରେ ମା ଗଜଲକ୍ଷ୍ମୀ ପୂଜା ପଞ୍ଚମ ରାଜନୀରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ଭୀଷ୍ମ ଜଗଦଳା ଓ ଶେଷଦେବ ବାରିକ , ବୀରମହାରାଜପୁର କଲେଜେ ର ଅଧ୍ୟାପକ ବିଜୟ କୁମାର ପଧାନ, ସମାଜସେବୀ ଗୁରବର୍ଧନ ସାହୁ, ସମାଜସେବୀ ବାବୁଲାଲ ପଧାନ , ଯୋଗ ଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ l ଗଜଲକ୍ଷ୍ମୀ ପୂଜାର ସଭାପତି.ରୁଦ୍ର କ୍ରକାଶ ସାହୁ ମଞ୍ଚାସୀନ ଥିଲେ l ମଞ୍ଚ ପରିଚାଳନା ଗୋବିନ୍ଦ ପଧାନ କରିଥିଲେ l ଏହି କଂସ ଦରବାରରେ କଂସ ଭୂମିକା ରେ ଗୋପାଳ ଦାସ ଓ ତାଙ୍କ ସାଥୀଙ୍କ ଅଭିନୟ ସମଗ୍ର ଅଞ୍ଚଳରେ ଦର୍ଶକଙ୍କ ପ୍ରିୟ ଭାଜନ ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ