Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ‘ମୋନ୍ଥା’ ପାଇଁ ୪୩ ଟ୍ରେନ ବାତିଲ…

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ପାଇଁ ୪୩ ଟ୍ରେନ ବାତିଲ। ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି ଅନେକ ଟ୍ରେନ ବାତିଲ କରିଛି ପୂର୍ବତଟ ରେଳ ବିଭାଗ।

ପୂର୍ବତଟ ରେଳବାଇ ପକ୍ଷରୁ ବାତ୍ୟା ନେଇ ଆଗୁଆ ପଦକ୍ଷେପ ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ୪୩ଟି ଟ୍ରେନ ବାତିଲ କରାଯାଇଛି। ଅକ୍ଟୋବର ୨୯ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସେହିପରି ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଛି। ଜାଣନ୍ତୁ କେଉଁସବୁ ଟ୍ରେନ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ