Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସବ୍ ରେଜିଷ୍ଟର ଅଫିସ ରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ଗାନ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ୍ ରେଜିଷ୍ଟର ଅଫିସ ରେ ଆଜି ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ଗାନ କରାଯାଇଥିଲା l ସବ୍ ରେଜିଷ୍ଟର ସୁଚିଶ୍ମିତା ପାଣିଗ୍ରାହି ଙ୍କ ନେତୃତ୍ୱରେ ଶୁକ୍ରବାର ଅଫିସ୍ ର କିରାଣୀ ଚିନ୍ମୟ ପାଢ଼ୀ, ଡାଟା ଓପେରେଟର ବିଶ୍ବରଂଜନ ଦାସ, ଙ୍କ ସମେତ ଦଲିଲ୍ ଲେଖକ ଶତ୍ରୁଘ୍ନ ମେହେର, ଭରଦ୍ୱାଜ ଦାସ, ପ୍ରହଲ୍ଲାଦ ଜଗଦଲା, ସୁରେଶ୍ ହୋତା, ଷ୍ଟାମ୍ପ ଭେଣ୍ଡର ମହେଶ ହୋତା, ଙ୍କ ସହ ଅନେକ ଲୋକ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ