ଗଣତିର ୧୬ ରାଉଣ୍ଡରେ ୧ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ନୂଆପଡା,14।11: ନୂଆପଡା ଉପ ନିର୍ବାଚନର ଗଣତିର ୧୬ ରାଉଣ୍ଡ ଶେଷ ହୋଇଛି। ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ଭୋଟରେ ପଛରେ ପକାଇ ଜୟ ଢୋଲକିଆ ଆଗୁଆ। ତେବେ ଫଳାଫଳକୁ ନେଇ ଜୟ ଢୋଲକିଆଙ୍କ ସମର୍ଥନରେ ସେଲିବ୍ରେସନ ଦେଖିବାକୁ ମିଳୁଛି।
୧ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ। ଖୁସିରେ ମନ୍ଦିରରେ ପୂଜାର୍ଚନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟ ଢୋଲକିଆ।

