ସୁଶୀଲ କୁମାର ବାଗ
ସ୍ଥାନୀୟ ପ୍ରତିନିଧି (ଲାଞ୍ଜିଗଡ) କଳାହାଣ୍ଡି
ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଭା ଓ ଶୋଭାଯାତ୍ରା
କଳାହାଣ୍ଡି,୧୯/୧୦-ଲାଞ୍ଜିଗଡ଼ରେ ଜେଏମ୍ଏଫସି କୋର୍ଟ ସ୍ଥାପନ, ପ୍ରସ୍ତାବିତ ଆଇଟିଆଇ ସ୍ଥାପନ ଓ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଏକ...
ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ
କଳାହାଣ୍ଡି,୧୯/୧୦-କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ଭବାନୀପାଟଣାସ୍ଥିତ ରିଜର୍ଭ ପୁଲିସ ପଡିଆଠାରେ ଜିଲ୍ଲାସ୍ତରୀୟ...
ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ହେଲେ ସୁକାନ୍ତୀ ସରାଫ
କଳାହାଣ୍ଡି,୧୯/୧୦-ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ପୂର୍ବତନ ମହିଳା କଂଗ୍ରେସ ନେତ୍ରୀ ସୁକାନ୍ତୀ ସରାଫଙ୍କୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ...
ନଭେମ୍ବର ୧ ତାରିଖକୁ ‘କଲାହାଣ୍ଡି ଦିନ୍’ ଭାବେ ଘୋଷଣା କରାଯାଉ
କଳାହାଣ୍ଡି,୧୮/୧୦-ଆସନ୍ତା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା / ଗଠନ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ ସଦଭାବନା...
ପାଖେଇ ଆସୁଛି ନିର୍ବାଚନ : କଳାହାଣ୍ଡି ପାଲଟିଛି ରାଜନୀତିର ପ୍ରୟୋଗଶାଳା
କଳାହାଣ୍ଡି,୧୭/୧୦-ଧିରେ ଧିରେ ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶା ରାଜନୀତିର ପ୍ରୟୋଗଶାଳା ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାରେ ଏବେ ରାତାରାତି ଅନେକ...
କରାଟିକିଲି ଗାଁରେ ଟ୍ରାକ୍ଟର ଧକ୍କାରେ ୬ ଯୁବକ ଗୁରୁତର
କଳାହାଣ୍ଡି,୧୭/୨୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କରାଟିକିଲି ଗାଁରେ ଏକ ଟ୍ରାକ୍ଟର ଧକ୍କାରେ ଦୁଇଟି ବାଇକରେ ଯାଉଥିବା ୬...
ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନିରୋଧ ଆଇନ ଓ ପଶୁ କଲ୍ୟାଣ ସଚେତନତା ଶିବିର ଅନୁଷ୍ଠିତ
କଳାହାଣ୍ଡି,୧୭/୧୦-କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନିରୋଧ ଆଇନ ଓ ପଶୁକଲ୍ୟାଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି...
ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ବିଧାୟକ ପ୍ରଦୀପ କୁମାର ଦିଶାରୀ
କଳାହାଣ୍ଡି,୧୬/୧୦-ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଭବାନୀପାଟଣା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର
କଳାହାଣ୍ଡି,୧୬/୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ ଅବସରରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଏବଂ ଜୀବନ ବିନ୍ଦୁ...
୧୮ରେ କେରପାଇରେ ଜନଶୁଣାଣି : ପ୍ରକୃତି, ପରିବେଶ, ଜୈବବିବିଧତା ଚୂଲିକି ଗଲା : ବହୁରାଷ୍ଟ୍ରୀୟ କଂପାନୀ ସମର୍ଥନରେ ପୁଲିସ, ପ୍ରଶାସନ ଓ ନେତା
କଳାହାଣ୍ଡି,୧୫/୧୦-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତ ସିଜିମାଳି ପର୍ବତରେ ବକ୍ସାଇଟ ଖଣିଖନନ ପାଇଁ ଆସନ୍ତାକାଲି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେରଠାରେ ଜନଶୁଣାଣି...
ଲାଞ୍ଜିଗଡ଼ ବ୍ଲକରେ କଂଗ୍ରେସ ପକ୍ଷରୁ ଘରେଘରେ ପଦଯାତ୍ରା ଓ ବିଶାଳ ଜନସମାବେଶ
କଳାହାଣ୍ଡି,୧୫/୧୦-କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରୁ ଚମ୍ପାଦେଇପୁର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ସହ ଜନ...
ରାସ୍ତା ନାହିଁ, ପୋଲ ବି ନାହିଁ : ଖଟିଆରେ ବୁହା ହେଲେ ଗୁରୁତର ବୃଦ୍ଧା
କଳାହାଣ୍ଡି,୧୪/୧୦-କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ସବୁଦିନିଆ ରାସ୍ତା ଓ ପୋଲ ନଥିବାରୁ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ l ଏଭଳି...
