ଓଡ଼ିଶା ଡଟ୍ ନ୍ୟୁଜ୍
ସ୍ୱାମୀଙ୍କ ମୃତ୍ୟୁ ସହିପାରିଲେନି ସ୍ତ୍ରୀ; କିଛି ଘଣ୍ଟା ବ୍ୟବଧାନରେ ଆଖି ବୁଜିଲେ,ଏକାସାଙ୍ଗରେ ହେଲା ଶେଷକୃତ୍ୟ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଜୀବନସାଥୀଙ୍କ ବିୟୋଗ ସହିପାରିନଥିବା ଜଣେ ୭୬ ବର୍ଷୀୟା ମହିଳା...
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ; ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ...
ସିଏମ୍ଓରୁ ନାଇଡୁ କମିସନ୍ ଫାଇଲ୍ ଗାଏବ ହେବା ଘଟଣା : କ୍ରାଇମବ୍ରାଞ୍ଚରେ ନୂଆ କେସ୍ ରୁଜୁ, ତଦନ୍ତ ଆରମ୍ଭ
ଭୁବନେଶ୍ୱର:ସିଏମ୍ଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ସମ୍ପର୍କିତ ନାଇଡୁ କମିସନ୍ର ଫାଇଲ୍ ଗାଏବ ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି ।...
ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର; ମୃତ୍ୟୁସଂଖ୍ୟା ୬୮, ୪.୪୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଆସାମ:ଆସାମରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାଜନିତ କୌଣସି ନୂଆ ମୃତ୍ୟୁ ହୋଇଥିବା...
ବିସିସିଆଇ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ‘ବିସିସିଆଇ’: ଫେରିଲେ ଜାଡେଜା, ପ୍ରଥମ ଥର ସୁଯୋଗ ପାଇଲେ ସାରାଂଶ ଜେନ୍!
ଶ୍ରୀଲଙ୍କା:ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଅଭିଜ୍ଞ ଅଲରାଉଣ୍ଡର...
ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କ ବେକକୁ ବ୍ଲେଡରେ ବେକ କାଟି ହତ୍ୟା ପରେ ବିଷ ପିଇଲେ ସ୍ୱାମୀ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇଶିଆଣି ସାହୁ କଲୋନୀରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର...
ମଧ୍ୟାହ୍ନ ଭୋଜନରେ ମଲା ଝିଟିପିଟି ପଡ଼ିବା ଅଭିଯୋଗ; ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଜଣଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏକ...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଲ୍ଫି ଭିଡିଓକୁ କିଛି ସମୟ ପାଇଁ ହଟାଇଲା ଫେସବୁକ୍; କ୍ଷମା ମାଗିଲା ମେଟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଛାତ୍ର ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ପୋଷ୍ଟ କରାଯାଇଥିବା ଏକ ସେଲ୍ଫି ଭିଡିଓକୁ ଫେସବୁକ୍ରୁ...
ଇସ୍ତଫା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ ଧର୍ମେନ୍ଦ୍ର ପ୍ରଧାନ; ଭବ୍ୟ ସ୍ୱାଗତ ପାଇଁ ବିଜେପିର ପ୍ରସ୍ତୁତି
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା...
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ CJPର ଡ୍ୟାନ୍ସ ଭିଡିଓକୁ ନେଇ ବିବାଦ; ସୋନମ ୱାଙ୍ଗଚୁକ୍ ଓ ସମର୍ଥକଙ୍କ କଡ଼ା ପ୍ରତିକ୍ରିୟା
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍ ଜନତା ପାର୍ଟି (CJP) ନେତାମାନଙ୍କ ନାଚ-ଗୀତ ଓ...
ବାଲିଅନ୍ତା ହତ୍ୟା ଘଟଣାରେ ନୂଆ ମୋଡ଼: ସୌମ୍ୟଙ୍କ ମୋବାଇଲରୁ ମିଳିଲା ଚାଞ୍ଚଲ୍ୟକର ଭିଡିଓ, ଷଡ଼ଯନ୍ତ୍ର ରଚାଯାଇଥିବା ସନ୍ଦେହ
ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସାରେ ପ୍ରାଣ ହରାଇଥିବା ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ଼...
ନେପାଳରେ ସାମ୍ପ୍ରଦାୟିକ ହିଂସା: ଜଣେ ମୃତ, ୧୨ରୁ ଅଧିକ ଆହତ; ୫ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ
ନେପାଳ: ନେପାଳର କୋଶି ପ୍ରଦେଶର ସୁନସାରି ଜିଲ୍ଲାରେ ସାମ୍ପ୍ରଦାୟିକ ସଂଘର୍ଷ ଉଗ୍ର ରୂପ ନେଇଛି। ଏହି ହିଂସାରେ ଜଣେ ବ୍ୟକ୍ତିଙ୍କ...
