ଓଡ଼ିଶା ଡଟ୍ ନ୍ୟୁଜ୍
ପୂର୍ବ ଶତ୍ରୁତା ନେଲା ଜୀବନ! ପଥର ମାଡ଼ରେ ଯୁବକଙ୍କ ମୃତ୍ୟୁ,୫ ଜଣଙ୍କୁ ଅଟକ ରଖିଲା ପୁଲିସ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି...
କକ୍ରୋଚ୍ ପାର୍ଟି ପରେ ଏବେ E-20 ଜନତା ପାର୍ଟିର ଏଣ୍ଟ୍ରି; ଶୁଦ୍ଧ ପେଟ୍ରୋଲ ଦାବିରେ ସଂସଦ ଅଭିମୁଖେ କରିବେ ପଦଯାତ୍ରା
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା କକ୍ରୋଚ୍ ଜନତା ପାର୍ଟି (CJP) ଆନ୍ଦୋଳନ...
ନିଟ୍ ଆନ୍ଦୋଳନରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହେଲା ପିଆଇଏଲ୍; ଶୁଣାଣି ପାଇଁ ସମ୍ମତି
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ତୀବ୍ର...
ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ଓଡ଼ିଶାରେ ଭବ୍ୟ ସ୍ୱାଗତ! କହିଲେ- ‘ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ’ ପାଇଁ ଏହି ସଫଳତା ମିଳିଛି
ଭୁବନେଶ୍ୱର: ‘ଇଣ୍ଡିଆନ୍ ଆଇଡଲ୍–୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକ ସୋମବାର ଟ୍ରଫି ସହ ଓଡ଼ିଶା ଫେରିଛନ୍ତି। ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ...
ଆଇଆଇଟି ଗୁୱାହାଟିରେ ଓଡ଼ିଆ ଛାତ୍ର ‘ରିତେଶ ରାଜ ସିଂହ’ଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
ଆସାମ: ଆଇଆଇଟି ଗୁୱାହାଟି ପରିସରରେ ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି...
ନିଟ୍ ପରୀକ୍ଷାରେ ସଫଳ ହୋଇପାରିଲେନି; ଡାକ୍ତର ହେବାର ସ୍ୱପ୍ନ ଅଧାରେ ଛାଡ଼ି ଜୀବନ ହାରିଲେ ଛାତ୍ରୀ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାରେ ନିଟ୍ (NEET-UG) ପରୀକ୍ଷାରେ ସଫଳ ହୋଇପାରିନଥିବାରୁ ଜଣେ ୧୯ ବର୍ଷୀୟା ମେଡିକାଲ ଆଶାୟୀ ଛାତ୍ରୀ...
ପୂର୍ବ ଡିଏମକେ ସରକାରଙ୍କ ଦୁର୍ନୀତିର ହେବ ପର୍ଦ୍ଦାଫାସ! ବଜେଟ୍ ଅଧିବେଶନରେ ଅଡିଟ୍ ରିପୋର୍ଟ ଉପସ୍ଥାପନ କରିବେ ବିଜୟ ସରକାର
ତାମିଲନାଡୁ: ତାମିଲନାଡୁରେ ଡିଏମକେ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜନୀତି ଏବେ ଜୋର ଧରିଛି । ରାଜ୍ୟର ଅର୍ଥମନ୍ତ୍ରୀ...
ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସିଖବର! ୭୧ଟି ସରକାରୀ ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢ଼ା
ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷାକୁ ଆହୁରି ସହଜ କରିବାକୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ...
ରାସ୍ତା ନ ଛାଡ଼ିବାରୁ ତିନି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ; ବ୍ରାସ୍ ନକଲ୍ସରେ ପିଟିଲେ, ୩ ଗିରଫ
କେରଳ: କେରଳର କାକ୍କନାଡ଼ରେ ଏକ ରୋଡ୍ ରେଜ୍ ଘଟଣାରେ ତିନି ଯୁବକଙ୍କ ଉପରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି।...
ଇନଷ୍ଟାଗ୍ରାମରେ କାହାର କେତେ ଫଲୋଅର୍ସ? ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ରାହୁଲ, ବିଜୟ ପର୍ଯ୍ୟନ୍ତ କିଏ ସେ ରହିଛନ୍ତି ଆଗରେ…
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍କୁ କେନ୍ଦ୍ର କରି ହୋଇଥିବା ଆନ୍ଦୋଳନ ପରେ ସୋସିଆଲ ମିଡିଆ ଏବେ ରାଜନୀତିର ଏକ ପ୍ରମୁଖ...
‘ଜିହାଦ ଓ ପ୍ରତିରୋଧ ହିଁ ଏକମାତ୍ର ରାସ୍ତା ‘; ହିଜବୁଲ୍ଲାକୁ ସମର୍ଥନ କଲେ ମୋଜତାବା ଖେମିନି
ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତୃତ୍ୱ ସହ ଜଡ଼ିତ ମୋଜତାବା ଖାମେନେଇ ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।...
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ CJP ନେତାଙ୍କ ଜାକଜମକପୂର୍ଣ୍ଣ ଉତ୍ସବ; ଭୋଜିର ଆୟୋଜନ କରି ପାଳିଲେ ବିଜୟ!
ନୂଆଦିଲ୍ଲୀ: କେନ୍ଦ୍ରର ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକରୋଚ୍ ଜନତା ପାର୍ଟି (CJP)ର ନେତା ଓ ସମର୍ଥକମାନେ...
