ଓଡ଼ିଶା ଡଟ୍ ନ୍ୟୁଜ୍
LeT Terrorist: ଜମ୍ମୁ-କଶ୍ମୀରରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ମହମ୍ମଦ ଆସିଫ ନିହତ, ମିଳିଲା ଯୁଦ୍ଧ ସାମଗ୍ରୀ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ସଂପୃକ୍ତ ଥିବା...
Prayagraj Marriage: ୧୫ ବର୍ଷ ଧରି ଯାହାଙ୍କୁ ଭାଇ ଭାବି ବାନ୍ଧୁଥିଲେ ରାକ୍ଷୀ, ତାଙ୍କୁ ହିଁ କଲେ ବିବାହ; ଝିଅର ‘ଅନ୍ତିମ ସଂସ୍କାର’ କଲେ ବାପା
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ବିବାହ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ପରିବାର ଓ ସମ୍ପର୍କକୁ ନେଇ ଚର୍ଚ୍ଚା...
SIR Form-6: ବିବାଦ ପରେ ଫର୍ମ-୬ରୁ ହଟିଲା ଅତିରିକ୍ତ ଘୋଷଣାନାମା, ଜାଣନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ...
Koffee With Karan Season 9: ସିଜିନ୍ ୯ରେ ଶେଷ ହୋଇପାରେ ଲୋକପ୍ରିୟ ଚାଟ୍ ଶୋ, “କଫି ୱିଥ କରନ୍” କରନ୍ ଜୋହରଙ୍କ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା
ମୁମ୍ବାଇ: ଲୋକପ୍ରିୟ ସେଲିବ୍ରିଟି ଚାଟ୍ ଶୋ’ ‘Koffee With Karan’କୁ ନେଇ ବଡ଼ ଘୋଷଣା କରିଛନ୍ତି ଫିଲ୍ମମେକର୍ କରଣ ଜୋହର।...
Khagaria School Accident: ସରକାରୀ ସ୍କୁଲର ସିଡ଼ି ଭୁଶୁଡ଼ି ୯ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ, ୩ ଶିଶୁ ଆହତ
ବିହାର: ବିହାରର ଖଗଡ଼ିଆ ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ସିଡ଼ି ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ୯ ବର୍ଷୀୟ...
Dubai-Tel Aviv Flight: ଜରୁରୀ ସଙ୍କେତ ପରେ ବଦଳିଲା ବିମାନର ଗତିପଥ, ସାଉଦିରେ ସୁରକ୍ଷିତ ଅବତରଣ
ନୂଆଦିଲ୍ଲୀ: ଦୁବାଇରୁ ତେଲ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇର ଏକ ଯାତ୍ରୀବାହୀ ବିମାନ ମଝି ଆକାଶରେ ଜରୁରୀ ସଙ୍କେତ ପଠାଇବା ପରେ...
Super Intelligence: AI ( Artificial intelligence) ର ନାମ ବଦଳାଇଲେ ଟ୍ରମ୍ପ, SI (Super Intelligence) ଶବ୍ଦ ବ୍ୟବହାର ପାଇଁ ଘୋଷଣା!
ନୂଆଦିଲ୍ଲୀ: ଆମେରିକାର ଟ୍ରମ୍ପ ପ୍ରଶାସନ Artificial Intelligence (AI) ପାଇଁ ‘Super Intelligence (SI)’ ଶବ୍ଦ ବ୍ୟବହାର ଉପରେ ଜୋର...
Indian Coast Guard Drug Seizure: ଆରବ ସାଗରରେ ବଡ଼ ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ, ୫୨୬ କେଜି ହେରୋଇନ୍-ମେଥାମଫେଟାମାଇନ୍ ଜବତ
ନୂଆଦିଲ୍ଲୀ: ଆରବ ସାଗରରେ ଲକ୍ଷଦ୍ୱୀପର ପଶ୍ଚିମରେ ଡ୍ରଗ୍ସ ଚାଲାଣର ଏକ ବଡ଼ ପ୍ରୟାସକୁ ନାକାମ କରିଛି ଭାରତୀୟ କୋଷ୍ଟ ଗାର୍ଡ...
Maharashtra Baby Trafficking: ମାସକର ଶିଶୁକୁ ୧.୨ ଲକ୍ଷରେ ବିକ୍ରି ଅଭିଯୋଗ, ହାଇଦ୍ରାବାଦରୁ ଉଦ୍ଧାର; ୭ ଗିରଫ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ମାସର ଶିଶୁକୁ ଟଙ୍କା ବଦଳରେ ଅନ୍ୟ ଲୋକଙ୍କୁ ଦେଇଥିବା ଅଭିଯୋଗରେ ଏକ ଦମ୍ପତିଙ୍କ ସମେତ ୭...
Fake Ozempic Smuggling: ଚୀନ୍ରୁ ନକଲି Ozempic ଆଣି ଆମେରିକାରେ ବିକ୍ରି ଅଭିଯୋଗ, ୨ ଭାରତୀୟଙ୍କ ବିରୋଧରେ ଆକ୍ସନ
ନୂଆଦିଲ୍ଲୀ: ଚୀନ୍ରୁ ନକଲି Ozempic ଆଣି ଆମେରିକାରେ ବିକ୍ରି କରିବା ଅଭିଯୋଗରେ ଦୁଇ ଭାରତୀୟ ନାଗରିକଙ୍କ ବିରୋଧରେ ଆମେରିକାର ଫେଡେରାଲ୍...
Vashu Bhagnani: ଲଣ୍ଡନରେ ହସ୍ପିଟାଲରେ ଭର୍ତ୍ତି ହେଲେ ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ, ଆୟକର ବିଭାଗର ତଦନ୍ତ ଜାରି
ମୁମ୍ବାଇ: ବରିଷ୍ଠ ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ ଲଣ୍ଡନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଫିଲ୍ମ ଫଣ୍ଡିଂ ସହ ଜଡ଼ିତ...
NCERT Class 9 Textbook:ଏନସଆରଟି ନବମ ଶ୍ରେଣୀର ନୂଆ ସାମାଜିକ ବିଜ୍ଞାନ ବହିରେ ଦେବୀଙ୍କଠାରୁ ରାଜାମାନେ ତରବାରୀ ପାଇଥିବା ଉଲ୍ଲେଖ ରହିଛି
ନୂଆଦିଲ୍ଲୀ: NCERT ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନୂଆ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଭାରତୀୟ ଇତିହାସ ସମ୍ପର୍କିତ ଏକ...
