18-03-2024 | 7:44 PM ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଆଦର୍ଶ ଆଚରଣ ବିଧି ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ
18-03-2024 | 7:44 PM ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ, ସ୍ଥାନୀୟ ପ୍ରଶାସନ ମୋହନା ନିର୍ବାଚନ ମଣ୍ଡଳୀରୁ ହଟାଇଲା ହୋଡ଼ିଂ
18-03-2024 | 7:44 PM ଗଜପତି ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଟିମ୍ ଗଠିତ। ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି
13-03-2024 | 6:02 PM ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରଯାତ୍ରୀ ରେ ଛୁରା ମାଡ଼, ଜଣେ ମୃତ
13-03-2024 | 6:02 PM ମୋହନା ନିର୍ବାଚନ ମଣ୍ଡଳୀ ର ଗାଁ ଗାଁ ରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଙ୍କ କଂଗ୍ରେସ ଆସୁଛି ବେନର
9-03-2024 | 7:03 PM ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
9-03-2024 | 7:02 PM ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
7-03-2024 | 7:20 PM ମୋହନା ଗ୍ରାମ ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବିରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ ଯୋର ଧରିଛି । ଆଜି ମୋହନା ଉନ୍ନୟନ ପରିଷଦ ଏବଂ ଏମ କେ ସି ଜି ଯୁବକ ସଂଘ, ନୀଳକଣ୍ଠେଶ୍ଵର ବଣିକ ସଂଘ, ଓକିଲ ସଂଘ ଓ ମହିଳା ସଂଘ, ସାମ୍ବାଦିକ ସଂଘ,ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ହାଇସ୍କୁଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୋହନାକୁ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଦାୟିତ୍ଵରେ ଥିବା ଅଧିକାରୀ ବେଣୁଧର ଚଣ୍ଡ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୋହନା ର ପ୍ରତି ଛକ ରେ ପଥପ୍ରାନ୍ତ ସଭା କରି ବୁଦ୍ଧିଜିବୀ ମାନେ ଉଦବୋଧନ ଦେଇଥିଲେ କି ଦକ୍ଷିଣ ଓଡିଶା ପ୍ରତି ରାଜ୍ଯ ସରକାର ଙ୍କ ସବୁବେଳେ ସବୁ କ୍ଷେତ୍ରରେ ଅବହେଳା ଅଣଦେଖା ରହୁଛି, ଗଜପତି ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା କୁ ପ୍ରତି କାର୍ଯ୍ୟ ରେ ଅବହେଳା କରାଯାଉଛି, ରାଜ୍ଯ ଯାହା ଅନୁମୋଦନ ଦେଉଛି ତାହା ଗଜପତି ଜିଲ୍ଲା ପହଁଞ୍ଚିବା ବହୁ ବିଳମ୍ବ ହେଉଛି, ରାଜ୍ଯ ସରକାର ୩୫ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷାଣ କଲେ ମୋହନା କୁ କିପରି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ରାଜ୍ଯ ର ଅଧିକାଂଶ ମନ୍ତ୍ରୀ ଏହି ମୋହନା ରାସ୍ତା ଦେଇ ଯିବା ଆସିବା କରନ୍ତି ସେହି ମନ୍ତ୍ରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବା କଥା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରି l ମୋହନାକୁ ଏନଏସି ମାନ୍ୟତା ପାଇଁ ମୋହନା ବାସି ବହୁବାର ଦାବି କରି ଆସୁଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ । ଯଦି ସରକାର ଆଗାମୀ ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ବାସୀ ।
6-03-2024 | 5:58 PM ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ଦିବସ ପାଳିତ।
6-03-2024 | 8:41 AM ରାୟଗଡ ବ୍ଲକ କଇଁପୁର ସ୍ଥିତ ମହେନ୍ଦ୍ର ତନେୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୭ ମ ଗଜପତି ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ୨୦୨୩-୨୪ ୩ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ
5-03-2024 | 6:38 PM ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ବୁନ୍ଦା-ଦିଆ କାର୍ଯ୍ୟକ୍ରମ-୨୦୨୪ ଶୁଭାରମ୍ଭ