ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି
ବ୍ରହ୍ମପୁର ମହାନଗର ଅନ୍ତର୍ଗତମିଲିଟାରୀ ଲେନ୍ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ଠାରେ ସେବା ସଂକଳ୍ପ ଅଭିଯାନ”ରେ ସାମିଲ ହୋଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ରେ ଦୀପ ଜାଳି ଦୀର୍ଘାୟୁ କାମନା କରିଥିଲେ
ବ୍ରହ୍ମପୁର ମହାନଗର ଅନ୍ତର୍ଗତମିଲିଟାରୀ ଲେନ୍ ସ୍ଥିତ ମୁକ୍ତେଶ୍ଵର ମନ୍ଦିର ଠାରେ ସେବା ସଂକଳ୍ପ ଅଭିଯାନ”ରେ ସାମିଲ ହୋଇ ପ୍ରଧାନ ମନ୍ତ୍ରୀ...
ବ୍ରହ୍ମପୁରର ଯୁବ ଚିତ୍ରଶିଳ୍ପୀ ଏନ୍ କରୁଣାକର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମ ଦିନ ଅବସରରେ ଦୁଇଟି ଫୋଟ ଚିତ୍ର ନରେନ୍ଦ୍ର ମୋଦୀ ଓଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ପ୍ରଦାନ
ବ୍ରହ୍ମପୁରର ଯୁବ ଚିତ୍ରଶିଳ୍ପୀ ଏନ୍ କରୁଣାକର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମ ଦିନ ଅବସରରେ ଦୁଇଟି ଫୋଟ ଚିତ୍ର...
ଗୁଣୁପୁର ଠାରେ କିଶାନ୍ ମଜଦୁର୍ ସଭାର ୩ୟ ରାଜ୍ୟ ସମ୍ମିଳନୀଓଡିଶା ଓ କେନ୍ଦ୍ର ଉଭୟ ସରକାର କମ୍ପାନୀ ସ୍ଵାର୍ଥରେ କୣଷକ ବିରୋଧୀ ନୀତି ଆପଣେଇଛନ୍ତି !
ଗୁଣୁପୁର ଠାରେ କିଶାନ୍ ମଜଦୁର୍ ସଭାର ୩ୟ ରାଜ୍ୟ ସମ୍ମିଳନୀଓଡିଶା ଓ କେନ୍ଦ୍ର ଉଭୟ ସରକାର କମ୍ପାନୀ ସ୍ଵାର୍ଥରେ କୣଷକ...
ସେବା ସଂକଳ୍ପ ଅଭିଯାନ ନିମନ୍ତେ ଭୁବନେଶ୍ବର ସ୍ଥିତ ଜଳ ସମ୍ପଦ ବିଭାଗର ୱାଲମି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ସେବା ସଂକଳ୍ପ ଅଭିଯାନ ଅବସରରେ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପ୍ରତି ନିଜର...
କଂଗ୍ରେସ ଭବନରେ ମିଶିଲେ ରମଜାନ ପୂର୍ବତନ କର୍ପୋରେଟର ସହ ଅନେକ ନେତୃବୃନ୍ଦ କଂଗ୍ରେସରେ ସାମିଲ
ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ’ ଅବସରରେ ୟୁନିଟ-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ପାରଳାଖେମୁଣ୍ଡି:୧୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ’ ଅବସରରେ ୟୁନିଟ-୩...
ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ
ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ ବିରୋଧରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ପାରଳାଖେମୁଣ୍ଡି:୨୬/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଆନ୍ଧ୍ରପ୍ରଦେଶ ସରକାରଙ୍କ...
ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି ୧୭ ସେପ୍ଟେମ୍ବର ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ୱାନ
ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି ୧୭ ସେପ୍ଟେମ୍ବର ସନ୍ଧ୍ୟା ୬:୦୦ ରୁ ୭:୦୦ ଟା ମଧ୍ୟରେ ଘରେ ଘରେ...
କାଶୀନଗର ସହରର ଏକ ଘରୁ ସୁନା ଗହଣା ଚୋରି ଘଟଣାରେ କିଛି ଜଣଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଲା କାଶୀନଗର ପୋଲିସ
ପାରଳାଖେମୁଣ୍ଡି):୧୬/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ସହରର ଷ୍ଟେଟ ବ୍ୟାଙ୍କ ନିକଟରେ ଘରେ କେହି ନଥିବା ସୁଯୋଗ ନେଇ...
ଭୁବେଶ୍ୱରସ୍ଥିତ ଭୀମଟାଙ୍ଗି ଠାରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବବରିଷ୍ଠ ସାମ୍ୱାଦିକ ମୁରଲୀଧର ମିଶ୍ର ଙ୍କୁ ସାମ୍ବାଦିକ ଗୌରବ ରେ ସମ୍ମାନୀତ ବୁ
ପାରଳାଖେମୁଣ୍ଡି:୧୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ। କାରଣ ସେମାନଙ୍କ ବୟସ, ଅନୁଭବ, ଅଭିଜ୍ଞତା ଓ ଦିଗ୍ଦର୍ଶନ...
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ସଂଗଠିତ ଜୁଆ ଆଡ୍ଡା ଉପରେ ପାରଳାଖେମୁଣ୍ଡି ପୋଲିସର ଚଢ଼ାଉ, ୫ ଅଭିଯୁକ୍ତ ଗିରଫ ଲକ୍ଷାଧିକ ଟଙ୍କା ଜବତ
ପାରଳାଖେମୁଣ୍ଡି:୧୪/୯(ଗରୁଡ଼ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ୍ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟସ୍ଥ ଏକ କାଜୁ...
ପାରଳାଖେମୁଣ୍ଡି ଠାରେ ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ“ଓଡ଼ିଆ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ” ଏବଂ “ଓଡ଼ିଆ ଭାଷା, ସାହିତ୍ୟ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୩/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଦଣ୍ଡ ସାହି ସ୍ଥିତ ବିଶ୍ୱନାଥ କଲ୍ଯାଣ ମଣ୍ଡପ...
