ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି
ଅନୁଗୁଳ ମଦ ବ୍ୟବସାୟୀଙ୍କ ଲିଙ୍କରେ ପାରଳାଖେମୁଣ୍ଡିର ଦୁଇ ମଦ ବ୍ୟବସାୟୀ ଙ୍କ ଘରେ ଆୟକର ବିଭାଗର ଚଢଉ ତଦନ୍ତ ସାରି ଫେରିଲେ ଅଧିକାରୀ
ପାରଳାଖେମୁଣ୍ଡି:୨୪/୩(ଗରୁଡ ଧ୍ୱଜ ଚୌଧୁରୀ)ଅନୁଗୁଳ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଲିଙ୍କ୍ରେ ପାରଳାଖେମୁଣ୍ଡି ଠାରେ ଆୟକର ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ...
ଛତୁଆ ନୁହେଁ ଅଟା ଓ ବେସନ ମିଶ୍ରିତ ଖାଦ୍ୟ ଖାଇ ୨ ଶିଶୁ କନ୍ୟା ମୃତ…… ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି:୨୪/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ତଥା ରାମଗିରି ଥାନା ନିକଟ ଡେମାକୁଟି ସାହିରେ ଗତକାଲି ଛତୁଆ ଖାଇ...
ବ୍ରହ୍ମପୁର ସ୍ଥିତ ନବୀନ ଭବନ ଠାରେ ଡ଼.ରାମ ମନୋହର ଲୋହିଆ ଓ ଭଗତ୍ ସିଂଙ୍କ ଶହୀଦ ଦିବସ ପାଳିତ
ପାରଳାଖେମୁଣ୍ଡି:୨୪/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଅଗ୍ରଣୀ ବୁଦ୍ଧିଜୀବୀ ଅନୁଷ୍ଠାନ ଭଗତ ସିଂଓ ଲୋହିଆ ବିଚାର ମଞ୍ଚ ପକ୍ଷରୁ...
ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।
ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ...
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ରେ ପୁଣି ଜନନୀ ଯନ୍ତ୍ରଣା, ଭାରରେ ୮କିମି ବୁହାହେଲେ ଗର୍ଭବତୀ
ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଦୁର୍ଗମ ଅଂଚଳରେ ଥିବା ଗ୍ରାମ ଗୁଡିକୁ ଭଲ...
ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ବିଶ୍ଵ ବନ ଦିବସରେ ନାଟକ “ଜଙ୍ଗଲ ଜଳୁଛି” ପରିବେଷିତ
ପାରଳାଖେମୁଣ୍ଡି:୨୩/୩(ଗରୁଡ ଧ୍ଵଜ ଚୌଧୁରୀ)ବିଶ୍ଵ ବନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ନାଟ୍ୟ...
କାଶୀନଗର ବ୍ଲକ ରଣିପେଣ୍ଠା ଗ୍ରାମରେ ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି:୨୨/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ରାଣିପେଣ୍ଠ ଗ୍ରାମରେ ଆସନ୍ତା ମାସରେଏକ ବିବାହ ହେବାକୁ ସ୍ଥିର...
ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୧/୩(ଗରୁଡ ଧ୍ଵଜ ଚୌଧୁରୀ) ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ...
ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଯାନ୍ତ୍ରିକ ଜ୍ଞାନ ଏବଂ ତଥ୍ୟ ବିଜ୍ଞାନ ଉପରେ ପ୍ରଥମ ଆନ୍ତର୍ଜାତୀୟ ସମ୍ମିଳନୀ ର ଉଦଘାଟନ ଅଧିବେଶନ (ଏମଆଇଡିଏଏସ୍-୨୦୨୫) ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୧/୩(ଗରୁଡ ଧ୍ୱଜ ଚୌଧୁରୀ)ଆଜି ଭାରତର , ଓଡ଼ିଶାରେ ଅବସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ , ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା (ସିୟୁଟିଏମ୍) ରେ...
ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ପଖାଳ ଦିବସ ପାଳନ
ପାରଳାଖେମୁଣ୍ଡି:୨୦/୩(ଗରୁଡ ଧ୍ୱଜ ଚୌଧୁରୀ)ଆଜି ପୂର୍ବାହ୍ନରେ ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ ପଖାଳ ଦିବସ ମହା ସମାହାରରେ ପାଳିତ ହୋଇ ଯାଇଛି।...
୧୫ କୁଇଣ୍ଟାଲ ଗଞ୍ଜେଇ ଜବତ,ଗିରଫ୍ ୧୧ ମାଫିଆଙ୍କୁ ଥାନାରୁ ଛାଡ଼ିବା ଦାବିରେ ଥାନା ଘେରାଉ ଓ ରାସ୍ତା ଅବରୋଧ
ପାରଳାଖେମୁଣ୍ଡି:୧୯/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ...
ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ଉଦ୍ଘାଟନୀ ସନ୍ଧ୍ୟା ରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର।
ପାରଳାଖେମୁଣ୍ଡି:୧୮/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ ଜମନ୍ତ୍ରୀ ଅବସରରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ...
