ଗରୁଡ ଧ୍ୱଜ ଚୌଧୁରୀ
ସ୍ଥାନୀୟ ପ୍ରତିନିଧି (ପାରଳାଖେମୁଣ୍ଡି) ଗଜପତି
ଜାମିନ ବିହୀନ ଗିରଫ ପରୱାନା ସତ୍ୱେ…… ବହୁ ଚର୍ଚ୍ଚିତ ଏ.ସି.ଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ କୋର୍ଟ ନିର୍ଦ୍ଦେଶକୁ ଅବମାନନା,
ପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ) ବହୁ ଚର୍ଚ୍ଚିତ ଏସିଏଫ ମୃତ୍ୟୁ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ କୋର୍ଟରେ...
ପାରଳାଖେମୁଣ୍ଡି ଡି ଏଫ ଓ ଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବନ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନଷ୍ଠିତ
ପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିଭିଜନାଲ ଫରେଷ୍ଟ ଅଫିସ ପରିସରରେ ଜାତୀୟ ବନ...
ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ. ବାରଣ୍ଡାରେ ବିପଦପୁର୍ଣ ଭାବେ ଶିଶୁଙ୍କୁ ପାଠ ପଢା ଯାଉଛି
ପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲା ଗୁମ୍ମା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ. ତେଣୁ ବାରଣ୍ଡାରେ...
ପରିବେଶର ସୁରକ୍ଷା ପାଇଁ ଗୋଷାଣୀ ବିଡ଼ିଓଙ୍କ ଅଭିନବ ପ୍ରୟାସ
ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ)ବୃକ୍ଷ ହିଁ ଜୀବନ ଓ ବୃକ୍ଷ ହିଁ ସମ୍ପଦ. ପରିବେଶର ସୁରକ୍ଷା ପାଇଁ ପ୍ରତେକ ବ୍ୟକ୍ତି ଅତ୍ୟନ୍ତ...
ଗଜପତି : ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ପ୍ରତିବାଦରେ….. ଗ୍ରାମବାସୀ ଓ ଅଭିଭାବକ ସ୍କୁଲ ଫାଟକରେ ତାଲା ପକାଇଲେ
ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ବ୍ଳକ୍ ଅଲଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଭାବ...
ଏଫ୍.ଏଫ୍.ଭି.ଡି.ପି ପ୍ରୋଗ୍ରାମର ସହ ଯୋଗ ରେ ସି ସି ଡ଼ି ଦ୍ଵାରା ଦ୍ବାରା ଯୁବମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆର୍ଥିକ ଅନୁଦାନ ରାଶି ପ୍ରଦାନ
ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଜିରାଙ୍ଗ ପଞ୍ଚାୟତ ଠାରେ ଏଫ୍.ଏଫ୍.ଭି.ଡି.ପି ପ୍ରୋଗ୍ରାମ୍ର ସହଯୋଗରେ ସିସିଡି ପକ୍ଷରୁ ₹1,26,000/- ରାଶି...
ଗଜପତି ଜିଲ୍ଲା ନୋଡାଲ ସଚିବ ଡ଼.ଏନ ତିରୁମାଲା ନାୟକଙ୍କ ବିକାଶମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୦/୯(ଗରୁଡ ଧ୍ୱଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ,ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାୟକଙ୍କ...
ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ ସି ସି ଡ଼ି ସଙ୍ଗଠନ ଆନୁକୁଲ୍ୟରେ ବିଶ୍ଵ ଫିଜିଓଥେରପି ଦିବସ ପାଳିତ
ପାରଳାଖେମୁଣ୍ଡି:୯/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ “ବିଶ୍ଵ ଫିଜିଓଥେରାପି...
ଓଡ଼ିଆ ସମ୍ୱାଦପତ୍ରକୁ ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ ଦାବିରେ ସମ୍ୱାଦପତ୍ର ସଂଗଠନର ସାଧାରଣ ପରିଷଦ ବୈଠକ ପାଇଁ ବ୍ୟାପକ ପ୍ରସ୍ତୁତି
ପାରଳାଖେମୁଣ୍ଡି: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଆଗାମୀ ବୈଠକ ଆସନ୍ତା ସେପ୍ଟେମ୍ବର ୧୫,ତାରିଖ ଦିନ ଦିବା ୧୦...
ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍ କାର୍ଯ୍ୟାଳୟରେ ଓନମ୍ ଉତ୍ସବ ପାଳିତସମାଜରେ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ସୃଷ୍ଟି କରିବା ଆଜିର ଆବଶ୍ୟକତା
ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍ କାର୍ଯ୍ୟାଳୟରେ ଓନମ୍ ଉତ୍ସବ ପାଳିତସମାଜରେ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ସୃଷ୍ଟି କରିବା ଆଜିର ଆବଶ୍ୟକତା...
ଗୁମ୍ମା ବ୍ଲକ ଭୁବୁନି ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ...
ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ...
