Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Business News in Odia

କିଙ୍ଗଫିଶର ଏୟାରଲାଇନ୍ସର ବିଫଳତା ପାଇଁ କ୍ଷମା ମାଗିଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା କିଙ୍ଗଫିଶର ଏୟାରଲାଇନ୍ସର ବିଫଳତା ପାଇଁ ଏକ ପଡକାଷ୍ଟରେ ସାର୍ବଜନୀନ ଭାବରେ କ୍ଷମା...

ହ୍ୱାଟ୍ସଆପକୁ ଟକ୍କର ଦେବ X chat; ବିନା ନମ୍ବରରେ ହେବ କଲିଂ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ X ଏକ ନୂତନ ମେସେଞ୍ଜର ଲଞ୍ଚ କରିଛି। ଯାହା ହ୍ୱାଟ୍ସଆପ୍, ଟେଲିଗ୍ରାମ୍ ଏବଂ ଚୀନ୍‌ର...

ଏବେବି ଫେରିନି ୬,୧୮୧ କୋଟି ଟଙ୍କାର ୨ ହଜାର ନୋଟ୍

ନୂଆଦିଲ୍ଲୀ: ୨୦୦୦ ଟଙ୍କାର ଗୋଲାପୀ ନୋଟ୍ (୨୦୦୦ ଟଙ୍କା ନୋଟ୍) ପ୍ରଚଳନରୁ ପ୍ରତ୍ୟାହାର ହେବାର ଦୁଇ ବର୍ଷ ବିତିଗଲାଣି, କିନ୍ତୁ...

ବାଂଲାଦେଶର ନୂଆ ନୋଟରୁ ହଟିଲା ଶେଖ ମୁଜିବୁର ରହମାନଙ୍କ ଫଟୋ

ନୂଆଦିଲ୍ଲୀ: ବାଂଲାଦେଶରେ ରବିବାର ନୂଆ ବ୍ୟାଙ୍କ ନୋଟ ଜାରି କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପିତା ଏବଂ ଦେଶର...

ବଢିଲା ଓମଫେଡ ଦାମ, ଜାଣନ୍ତୁ କେତେ…

ଭୁବନେଶ୍ୱର: ୧ ଜୁନ ୨୦୨୫ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା...

କମିଲା ଏଲପିଜି ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ଜୁନ୍ ମାସ ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି। ଗୋଟିଏ ପଟେ ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି...

୧ ବର୍ଷ ପାଇଁ ବଲିଉଡ ଅଭିନେତା ଅର୍ଶଦ ୱାରସୀ ଓ ତାଙ୍କ ପତ୍ନୀଙ୍କ ସମେତ ୫୯ ଜଣ ଷ୍ଟକ୍ ବଜାରରୁ ବ୍ୟାନ

ନୂଆଦିଲ୍ଲୀ: ବଜାର ନିୟାମକ SEBI ବଲିଉଡ ଅଭିନେତା ଅର୍ଶଦ ୱାରସୀ, ତାଙ୍କ ପତ୍ନୀ ଏବଂ ଭାଇଙ୍କ ସମେତ ୫୯ ଜଣଙ୍କୁ...

ଭାରତ ଗସ୍ତରେ ଆସିବେ ଏଲନ ମସ୍କଙ୍କ ପିତା, ରାମ ଲଲ୍ଲାଙ୍କ ଦର୍ଶନ କରିବେ…

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଜୁନରେ ଭାରତ ଗସ୍ତରେ ଆସିବେ। ଏହି ସମୟରେ ସେ...

ଭାଙ୍ଗିଲା ଡୋନାଲ୍ଡ ଟ୍ରମ୍ପ-ଏଲନ ମସ୍କ ଯୋଡ଼ି

ୱାଶିଂଟନ: କୋଟିପତି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସାୟୀ ଏଲନ ମସ୍କ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର DOGE ବିଭାଗ ଛାଡିବାକୁ...

ଆଫଗାନିସ୍ତାନ ପାଇଁ ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିଦେଇଛି। କିନ୍ତୁ ଏବେ...

Xରେ ମିଳିବ ପେମେଣ୍ଟ ଫିଚର

ନୂଆଦିଲ୍ଲୀ: ଏଲୋନ୍ ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପେମେଣ୍ଟ ଫିଚର ଯୋଡିବାକୁ ଯାଉଛନ୍ତି। ଏହି...

ଆୟକର ରିଟର୍ଣ୍ଣ ଦାଖଲ କରିବାର ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଟିକସ ବିଭାଗ ଆର୍ଥିକ ବର୍ଷ ୨୦୨୫ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖକୁ ଜୁଲାଇ...