News from Kandhamal Odisha
News from Kandhamal Odisha
କନ୍ଧମାଳ ଜିଲ୍ଲା ସ୍କାଉଟ ଓ ଗାଇଡ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ଭାରତ ଏବଂ ଗାଇଡ ଭୁବନେଶ୍ୱର ତରଫରୁ ଶନିବାର ଭୁବନେଶ୍ବର ସ୍ଥିତ ରାଜଭବନ ଠାରେ ସେବା...
ଗଞ୍ଜେଇ ସହ ବାଇକ ଜବତ: ଦୁଇ ଜଣ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା...
ସିମନବାଡ଼ି ଜଙ୍ଗଲ ଜଳୁଛି: ବନ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ି ଯାଇଛି: ଦୁର୍ବୁତ୍ତ ମାନଙ୍କୁ କାବୁ ପାଇଁ ଦାବୀ
ବାଲିଗୁଡା: ଖରାଦିନ ଆରମ୍ଭ ହେଉଣୁ ଜଙ୍ଗଲରେ ନିଆଁ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ନିକଟସ୍ଥ...
ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି
ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି...
କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ଓ ଭାଇଚାରା...
ବାଲିଗୁଡାରେ ମା; ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ...
କନ୍ଧମାଳ ଜିଲ୍ଲାରେ ସ୍ଥାପନ ହେବ ଆଠଟି ଏକଲବ୍ୟ ବିଦ୍ୟାଳୟ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶିଘ୍ର...
ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାବିଷୁବ ମିଳନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ଓ ପୁରାତନ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାବିଷୁବ ମିଳନ...
ବାଲିଗୁଡାରେ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ସଂକ୍ରାନ୍ତି ପାଳିତ...
କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର...
ସରିଲା ଦଣ୍ଡ ଯାତ୍ରା; ମେରୁରେ ଯାତ୍ରା ସାରି ମନ୍ଦିରକୁ ଫେରିଲେ ମା’କାଳୀ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଓ ୧୪ ଦିନ ଧରି ଆୟୋଜିତ ହୋଇଥିବା...
ଅଗ୍ନିକାଣ୍ଡରେ ଜଳିଗଲା ଘର: ସାର୍ଟିଫିକେଟ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଅଗ୍ନିକାଣ୍ଡରେ ଜଳିଗଲା ଘର । ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା ରୂପା,ନଗଦ ଦୁଇ ଲକ୍ଷ ଟଙ୍କା...
