Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Koraput Odisha

ମହିଳାଙ୍କ କାନ  ଓ ନାକରୁ ଝାମ୍ପି ନେଲେ  ଦେଢ଼ ତୁଳା ସୁନା ସୁନା… ଦିନ ଦିପହର ରେ ରାସ୍ତା ରୁ ଲୁଟ…..

ଲକ୍ଷ୍ମୀପୁର ୦୨/୦୬…..ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା ଗାଁ ରାସ୍ତା ରେ ଜଣେ ମହିଳା ଙ୍କ କାନ ଓ ନାକ ର ସୁନା...

ମଦ ବନ୍ଦ କରାଯିବା ସକାଶେ  ଲକ୍ଷ୍ମୀପୁର ବିଧାୟକ ଙ୍କ ଦ୍ୱାରା ମହିଳା ମାନଙ୍କୁ ନେଇଁ ଶୋଭାଯାତ୍ରା..ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ…ପବିତ୍ର ଙ୍କ ସ୍ୱର କୁ ସରକାର କଣ୍ଠରୋଧ କରି ପାରିବେନି ରାଜ୍ୟ ସରକାର…

ଲକ୍ଷ୍ମୀପୁର ୦୨/୦୬ …ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ଭଳି ୪ ଟି ଆଦିବାସୀ...

ଡାକଘର ଥାଇ ମଧ୍ୟ ଠିକ୍ ଭାବେ ହେଉ ନାହିଁ ଖୋଲା ପୋଷ୍ଟ୍ ମାଷ୍ଟର କିଏ ଜାଣିନାହାନ୍ତି କୋଟିଆ ପଞ୍ଚାୟତ ବାସି

ପଟ୍ଟାଙ୍ଗି୦୨/୦୬ସରକାରୀ ଯୋଜନା ରେ ଜନସାଧାରଣ କିପରି ଯୋଡ଼ି ହେବା ସହ ଲାଭବାନ ହୋଇ ପାରବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ...

ଲକ୍ଷ୍ମୀପୁର: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଙ୍କ ସାମ୍ବାଦିକ ସମ୍ମିଳନି…ମଦ ବ୍ୟବସାୟୀ ଙ୍କୁ ବିଜେପି ସମର୍ଥନ ଦେବା ଦୁର୍ଭାଗ୍ୟ ଜନକ ଘଟଣା… ଆନ୍ଦୋଳନ ତୀବ୍ରତର ହେବ..

ଲକ୍ଷ୍ମୀପୁର ୦୧/୦୬..ରାଜ୍ୟ ରେ ଚାଲିଛି ବେଆଇନ ମଦ କାରବାର… ବେଆଇନ ମଦ କାରବାରକୁ ପ୍ରଶୟ ଦେଉଛନ୍ତି ବିଜେପି ନେତା..ଆଦିବାସୀ ଅଞ୍ଚଳ...

ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଲକ୍ଷ୍ମୀପୁର ୩୧/୦୫

ଲକ୍ଷ୍ମୀପୁର ୩୧/୦୫ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରେ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକଙ୍କ ପରିଚାଳନା...

ଓୟୁଜେ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।

ପଟ୍ଟାଙ୍ଗି୨୯/୦୫ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାପାଳ ଭି...

ବର୍ଷାରେ ଧୋଇ ଗଲା ରାସ୍ତା, ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ….

ଲକ୍ଷ୍ମୀପୁର ୨୮/୦୫ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ  ମୁସଳ ଧାରା ରେ ହୋଇଥିବା ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ...

ଖୋଲିଲା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ, ବିଭିନ୍ନ କାରଣ ଦର୍ଶାଇ ବନ୍ଦ କରିଥିଲେ ବିଧାୟକ, ଖୋଲିଲା ପ୍ରଶାସନ…

ଲକ୍ଷ୍ମୀପୁର ୨୮/୦୫ … ସୋମବାର ଦିନ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଲକ୍ଷ୍ମୀପୁର ରେଳବାଇ କଲୋନୀ ନିକଟରେ ଥିବା ଲାଇସେନ୍ସ...

ଲକ୍ଷ୍ମୀପୁର ପୋଲିସ ଦ୍ୱାରା 379 kg ଗଞ୍ଜାଇ ଜବତ…ଗଞ୍ଜାଇ ମାଫିଆ ଫେରାର….

ଲକ୍ଷ୍ମୀପୁର ୨୮/୦୫ . ଲକ୍ଷ୍ମୀପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତିନିଶହ ଅଣାଅଶୀ କେଜି ଗଞ୍ଜାଇ ଜବତ କରିଛି। ପୋଲିସ...

ମଦ ଦୋକାନ ବନ୍ଦ ପରେ ଦୋକାନ ସମ୍ମୁଖରେ ନ୍ୟାୟ ଦାବିରେ ବସିଛନ୍ତି ଦୋକାନ କର୍ମଚାରୀ…

ଲକ୍ଷ୍ମୀପୁର ୨୭/୦୫ . ବିଭିନ୍ନ କାରଣ ଦର୍ଶାଇ ଗତକାଲି ଲକ୍ଷ୍ମୀପୁର ରେଳବାଇ କଲୋନୀ ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ...

ବିଜେପି ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ…ପବିତ୍ର କୁ ଟାର୍ଗେଟ କଲେ କୈଳାଶ…ଆଇନ କୁ ହାତକୁ ନେବା ଅଧିକାର ବିଧାୟକ ଙ୍କ ର ନାହିଁ…୧୧ ମାସରେ ବିଧାୟକ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି, ଭିଜିଲାନ୍ସ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ…

ଲକ୍ଷ୍ମୀପୁର ୨୭/୦୫ …. କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ କୁ ଗତକାଲି ବିଧାୟକ...

ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ରେ ଫୁଟ ଓଭର ବ୍ରିଜ ହେବା ପରେ… ୨ ନମ୍ବର ପ୍ଲାଟଫର୍ମ ଯିବାକୁ ଅସୁବିଧା ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ..ଲିଫ୍ଟ ନାହିଁ କି ଷ୍ଟେପ ନଥିବା ସମତଳ ବ୍ରିଜ ନାହିଁ..

ଲକ୍ଷ୍ମୀପୁର ୨୫/୦୫ ….କୋରାପୁଟ ଓ ରାୟଗଡା କୁ ସଂଯୋଗ କରୁଥିବା କେଆର ଲାଇନ ବର୍ତ୍ତମାନ ଦୋହରୀ  କରଣ ସହ ଡବଲ ଲାଇନ...