Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା….ପ୍ରଦର୍ଶିତ ହେଲା ୫୦ ରୁ ଉର୍ଧ୍ଵ ସୁସ୍ୱାଦ ବ୍ୟଞ୍ଜନ.

ଲକ୍ଷ୍ମୀପୁର ୦୫/୦୬ … ଓଡ଼ିଶା ସରକାର ଙ୍କ ମିଶନ ଶକ୍ତି ବିଭାଗ ତରଫରୁ ଲକ୍ଷ୍ମୀପୁର ର ବାସନ୍ତୀ କଲ୍ୟାଣ ମଣ୍ଡପ...

ପାବନ ସରୋବର ଠାରେ ବିଶ୍ଵ ପର୍ଯ୍ୟାବରଣ ଦିବସ

ସମ୍ବଲପୁର: ପାବନ ସରୋବର ଠାରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି। ସମ୍ବଲପୁର ଉପ କ୍ଷେତ୍ରୀୟ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା...

ସୂରଜମଲ୍ କଲେଜରେବିଶ୍ଵ ପରିବେଶ ଦିବସ

ସମ୍ବଲପୁର: ରମ୍ପେଲା ସ୍ଥିତ ସୂରଜମଲ କଲେଜ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ: କଡା ସୁରକ୍ଷା ବ୍ୟବସ୍ଥା

କନ୍ଧମାଳ, ତା, ୦୬/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧୁଷିତ ବହୁଳ କନ୍ଧମାଳ ଜିଲ୍ଲା ଫୁଲବାଣୀ କୁ ୭ ତାରିଖ ଶନିବାର...

ଓଡିଶା ସାଂସ୍କୃତିକ ସମାଜରେ ବିଶ୍ଵ ପରିବେଶ ଦିବସ

ସମ୍ବଲପୁର :ଓଡିଶା ସାଂସ୍କୃତିକ ସମାଜ ଠାରେ ବିଶ୍ଵ ପରିବେଶ ଦିବସ ସଭାପତି ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ...

ବ୍ରଜମୋହନ ପଣ୍ଡା ଜୟନ୍ତୀ ପାଳିତ

ସମ୍ବଲପୁର:ଶିକ୍ଷାର ମହତ୍ତ୍ଵକୁ ହୃଦବୋଧ କରି ବ୍ରଜମୋହନ ପଣ୍ଡା ଏତେ ବର୍ଷ ଆଗରୁ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ତ୍ବରାନ୍ବିତ କରି...

ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

ସମ୍ବଲପୁର:ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ...

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ।

କଳାହାଣ୍ଡି,୦୬/୦୬ ଚଳିତ ବର୍ଷର କଳାହାଣ୍ଡି ଜିଲ୍ଲାର ୯ ଜଣ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରତ୍ୟେକ...

ଆସନ୍ତା କାଲି ମୂଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ଚୂଡ଼ାନ୍ତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା କାଲି ଜୁନ ୭ ତାରିଖ ଶନିବାର ଦିନ ସୋନପୁର ଗସ୍ତରେ...

କୋକସରା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

କଳାହାଣ୍ଡି,୦୬/୦୬ ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଙ୍କୁ ସ୍ୱାବଲମ୍ବୀ ଓ...

ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବରେ ବହୁ ଅନୁଷ୍ଠାନ ହେବେ ସମ୍ବର୍ଦ୍ଧିତ

ସମ୍ବଲପୁର:ଗୁରୁ ଭଗବାନ ସାହୁ ସ୍ମୃତି କମିଟି ବରଗଡ଼ ର ତୃତୀୟ ପ୍ରସ୍ତୁତି ବୈଠକ ଏ. ଇ. ମିସନ ସ୍କୁଲ ପରିସରରେ...

ବେଳାଭୂମି ଉଚ୍ଚ ବିଦ୍ୟାଳୟ କୁ ପ୍ରକୃତି ମିତ୍ର.

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଆନା ଗ୍ରାମ ପଞ୍ଚାୟତ ଅଧୀନ ବେଳା ଭୂମି ଉଚ୍ଚ ବିଦ୍ୟାଳୟ କୁ...