News from Sambalpur Odisha
ଜଣେବି ପ୍ରଭାବିତ ବ୍ୟକ୍ତି ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ...
ମା’ ଝାଡେଶ୍ବରୀ ମହାବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଦିବସ ପାଳିତ
ସମ୍ବଲପୁର:ଆଜି ସ୍ଥାନୀୟ ମା’ ଝାଡେଶ୍ବରୀ ମହାବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ...
ସଂକୁଚିତ ରାଜାରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା, ୨୦ ଘଣ୍ଟା ଧରି ରାସ୍ତା ଜାମ, ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡ଼ା
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଗୌଡ଼ାପାଲି ଠାରୁ ଜମନକିରା ବାଇପାସ୍ ପର୍ଯ୍ୟନ୍ତ ୨୨ କିଲୋମିଟର ରାସ୍ତା ୪ ଥାକିଆ...
ନିଯୁକ୍ତି ମେଳା:୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ
ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ...
ଜମନକିରା: ଜିଆଇଏ ଖସଡ଼ା ପ୍ରସ୍ତୁତିରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସମିତି ସଭ୍ୟସଭ୍ୟାଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା……ଅଭିଯୋଗ କୁ ବିଡ଼ିଓଙ୍କ ଖଣ୍ଡନ; ନିୟମାନୁଯାୟୀ କରାଯାଇଛି ଖସଡ଼ା ପ୍ରସ୍ତୁତ
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ୨୧ ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ଜଣ ସମିତି ସଭ୍ୟ ଓ ସଭ୍ୟା...
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଭାତୃତ୍ଵ ଦିବସ ପାଳନ
ସମ୍ବଲପୁର: ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଆମିଲିପାନି ସ୍ଥିତ...
ଅଲ ଇଣ୍ଡିଆ ମୋବାଇଲ ବିକ୍ରେତାଙ୍କ ଦଶମ ବାର୍ଷିକୀ ସଭା
ସମ୍ବଲପୁର:ସ୍ଥାନୀୟ ଅପସରା ହୋଟେଲ ଠାରେ ବୁଧବାର ଅଲ ଇଣ୍ଡିଆ ମୋବାଇଲ ବିକ୍ରେତାଙ୍କ ଦଶମ ବର୍ଷିକୀ ସମାଗମ ହୋଇଯାଇଛି।ଏହା ସମ୍ବଲପୁର ମୋବାଇଲ...
ସ୍ବାସ୍ଥ୍ୟସେବାରେ ଜନତାଙ୍କ ସହଭାଗିତା ନେଇ ବୈଠକ
ବ୍ରହ୍ମପୁର:ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଆଗାମୀ ଦିନରେ କିପରି ଯୋଗାଇ ଦିଆଯାଇପାରିବ ଉନ୍ନତ ମାନର ସ୍ବାସ୍ଥ୍ୟସେବା ।...
ଏସଟି ଏସସି କର୍ମଚାରୀ ସଂଘ ଭେଟିଲା କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କୁ
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ଭୁବନେଶ୍ଵର ରାଜଭବନ ଠାରେ କେନ୍ଦ୍ର ସାମାଜିକ...
ଓଡ଼ିଶାରେ ଚାଲିବ ୩ଟି ନୂତନ ବନ୍ଦେ ଭାରତ ଟ୍ରେନ :ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳମନ୍ତ୍ରୀ
ଭୁବନେଶ୍ୱର,(ରାଜାରାମ ଷଡ଼ଙ୍ଗୀ):ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ...
ଭିଏସଏସ ଇଣ୍ଡୋର ବ୍ୟାଡ଼ମିଣ୍ଟନ ହଲର ଆଧୁନିକିକରଣ ଓ ଟେବୁଲ ଟେନିସ କୋର୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣେଇଲା ଏ.ବି.ସି.
ସମ୍ବଲପୁର:ଦୀର୍ଘ ବର୍ଷ ହେଲା ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ର ସମସ୍ୟା ବଢୁଛି ସିନା କିଛି...
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା
ଭୁବନେଶ୍ୱର:ଆଜି ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା...
