Featured Stories
Maharashtra Baby Trafficking: ମାସକର ଶିଶୁକୁ ୧.୨ ଲକ୍ଷରେ ବିକ୍ରି ଅଭିଯୋଗ, ହାଇଦ୍ରାବାଦରୁ ଉଦ୍ଧାର; ୭ ଗିରଫ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ମାସର ଶିଶୁକୁ ଟଙ୍କା ବଦଳରେ ଅନ୍ୟ ଲୋକଙ୍କୁ ଦେଇଥିବା ଅଭିଯୋଗରେ ଏକ ଦମ୍ପତିଙ୍କ ସମେତ ୭...
Fake Ozempic Smuggling: ଚୀନ୍ରୁ ନକଲି Ozempic ଆଣି ଆମେରିକାରେ ବିକ୍ରି ଅଭିଯୋଗ, ୨ ଭାରତୀୟଙ୍କ ବିରୋଧରେ ଆକ୍ସନ
ନୂଆଦିଲ୍ଲୀ: ଚୀନ୍ରୁ ନକଲି Ozempic ଆଣି ଆମେରିକାରେ ବିକ୍ରି କରିବା ଅଭିଯୋଗରେ ଦୁଇ ଭାରତୀୟ ନାଗରିକଙ୍କ ବିରୋଧରେ ଆମେରିକାର ଫେଡେରାଲ୍...
Vashu Bhagnani: ଲଣ୍ଡନରେ ହସ୍ପିଟାଲରେ ଭର୍ତ୍ତି ହେଲେ ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ, ଆୟକର ବିଭାଗର ତଦନ୍ତ ଜାରି
ମୁମ୍ବାଇ: ବରିଷ୍ଠ ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ ଲଣ୍ଡନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଫିଲ୍ମ ଫଣ୍ଡିଂ ସହ ଜଡ଼ିତ...
NCERT Class 9 Textbook:ଏନସଆରଟି ନବମ ଶ୍ରେଣୀର ନୂଆ ସାମାଜିକ ବିଜ୍ଞାନ ବହିରେ ଦେବୀଙ୍କଠାରୁ ରାଜାମାନେ ତରବାରୀ ପାଇଥିବା ଉଲ୍ଲେଖ ରହିଛି
ନୂଆଦିଲ୍ଲୀ: NCERT ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନୂଆ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଭାରତୀୟ ଇତିହାସ ସମ୍ପର୍କିତ ଏକ...
Hapur News: ପ୍ରେମିକାଙ୍କୁ ଭେଟିବାକୁ ଛୋଲେ-ଭଟୁରେ ନେଇ ଯାଉଥିଲେ ସ୍ୱାମୀ, ରାସ୍ତାରେ ଧରିଦେଲେ ସ୍ତ୍ରୀ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାର ତୀର୍ଥନଗରୀ ବ୍ରଜଘାଟରେ ଏକ ପାରିବାରିକ ବିବାଦକୁ ନେଇ ରାସ୍ତା ମଝିରେ ହଙ୍ଗାମା ସୃଷ୍ଟି ହୋଇଛି।...
Begusarai Hotel Case: ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ରୋହିତ ସହନୀ ଗିରଫ
ବିହାର: ବିହାରର ବେଗୁସରାଇରେ ହୋଟେଲ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ମାଡ଼ ମାରିବା ଅଭିଯୋଗ ମାମଲାରେ ପୁଲିସ ବଡ଼...
Pakistan Football Team: ବନ୍ଧୁକ ଦେଖାଇ କରାଚି ଫୁଟବଲ୍ ଟିମ୍କୁ ଲୁଟ୍, କୋଟା ଯାଉଥିବା ବସ୍କୁ ଅଟକାଇଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ:ପାକିସ୍ତାନର ବେଲୁଚିସ୍ତାନରେ କରାଚିର ଏକ ଫୁଟବଲ୍ ଟିମ୍ ସହ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଚିଫ୍ ମିନିଷ୍ଟର୍ସ ଗୋଲ୍ଡ କପ୍...
Asian Games 2026: ଆର୍ଚେରୀରେ ଭାରତକୁ ସ୍ୱର୍ଣ୍ଣ ପଦକ! ଚୀନ୍କୁ ହରାଇ ଜ୍ୟୋତି ସୁରେଖା ଭେନ୍ନମ୍, ଚିଖିତା ତନିପାର୍ଥୀ ଏବଂ ପୃଥିକା ପ୍ରଦୀପଙ୍କ ଦମଦାର ବିଜୟ
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ଗୋଲ୍ଡେନ୍ ଆରମ୍ଭ ହୋଇଛି। ଆର୍ଚେରୀର ମହିଳା କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ଜ୍ୟୋତି ସୁରେଖା...
Odisha Police: ମଧ୍ୟପ୍ରଦେଶରେ ଓଡ଼ିଶା ପୋଲିସ୍ ଉପରେ ଆକ୍ରମଣ! ପୋଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଗଞ୍ଜେଇ ମାମଲାରେ ଅଭିଯୁକ୍ତକୁ ଛଡ଼ାଇନେଲେ ଦୁର୍ବୃତ୍ତ
ଭୁବନେଶ୍ଵର: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ କନ୍ଧମାଳ ପୁଲିସ ଟିମ୍ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ୪ଟି ଗାଡ଼ିରେ ଆସିଥିବା...
Shree Gundicha Temple: ଦୀର୍ଘ ପ୍ରତୀକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର
ପୁରୀ: ଭକ୍ତଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ଦର୍ଶନ ପାଇଁ ଆଜି ସକାଳ ୭ଟା ୪୫ରେ ଖୋଲିଛି ଶ୍ରୀଗୁଣ୍ଡିଚା...
EV Showroom Fire: ବାଲେଶ୍ୱର ସୋ’ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୮ଟି EV ଗାଡ଼ି
ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟାରେ ଥିବା ଏକ EV ସୋ’ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍ ଖୋଲିବା ପୂର୍ବରୁ ନିଆଁ...
Kedarnath Yatra: କେଦାରନାଥ ଧାମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ! ଫସିଲେ ହଜାର ହଜାର ଶ୍ରଦ୍ଧାଳୁ, ୯ ହଜାରଙ୍କୁ ଉଦ୍ଧାର
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ଓ ବରଫପାତ ଯୋଗୁଁ କେଦାରନାଥ ଧାମକୁ ଯାଉଥିବା ପଥ ପ୍ରଭାବିତ ହୋଇଛି। ଭୂସ୍ଖଳନ...
