Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Ketan Agrawal Murder Case: ହତ୍ୟା ମାମଲାରେ ୫,୦୫୩ ପୃଷ୍ଠାର ଚାର୍ଜଶିଟ୍‌, Google Searchରୁ ଲୋହାଗଡ଼ ସ୍ଥାନ ଯାଞ୍ଚ ଯାଏଁ ରହିଛି ଅନେକ ଦାବି

ନୂଆଦିଲ୍ଲୀ: ଗୁଗଲ୍‌ରେ କରାଯାଇଥିବା ସର୍ଚ୍ଚରୁ ଆରମ୍ଭ କରି ଲୋହାଗଡ଼ର କଥିତ ସ୍ଥାନ ଯାଞ୍ଚ ପର୍ଯ୍ୟନ୍ତ, କେତନ ଅଗ୍ରୱାଲ ହତ୍ୟା ମାମଲାରେ...

Nepal Rain Disaster: ଲଗାଣ ବର୍ଷାରେ ବିପର୍ଯ୍ୟସ୍ତ ନେପାଳ, ୫ ଦିନରେ ୨୭ ମୃତ; ମନାଙ୍ଗରେ ହିମସ୍ଖଳନ

ନେପାଳ: ନେପାଳରେ ଲଗାଣ ବର୍ଷା ଯୋଗୁଁ ପୁଣିଥରେ ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି। ସେପ୍ଟେମ୍ବର ୨୪ରୁ...

Delhi High Court: Red Bull କ୍ୟାନ୍‌ରେ ‘Energy Drink’ ଲେବଲ୍‌ ହଟାଇବା ନିର୍ଦ୍ଦେଶ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: Red Bull କ୍ୟାନ୍‌ରେ ‘Energy Drink’ ଲେବଲ୍‌ ବ୍ୟବହାର ବନ୍ଦ କରିବାକୁ ଖାଦ୍ୟ ନିୟାମକଙ୍କ ଦେଇଥିବା ନିର୍ଦ୍ଦେଶକୁ ଦିଲ୍ଲୀ...

Asian Games 2026: ସେମିଫାଇନାଲରେ ହାରିଲେ ନରେନ୍ଦ୍ର ବେରୱାଲ, ବକ୍ସିଂରେ ଭାରତ ପାଇଁ ଜିତିଲେ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ୯୦ କିଲୋଗ୍ରାମ ବର୍ଗର ବକ୍ସିଂ ସେମିଫାଇନାଲରେ ଭାରତୀୟ ବକ୍ସର ନରେନ୍ଦ୍ର ବେରୱାଲ ପରାଜିତ...

Chennai Metro: ମେଟ୍ରୋ ଉଦ୍‌ଘାଟନରେ ଗୋଟିଏ ମଞ୍ଚରେ ମୋଦୀ-ତାମିଲନାଡୁ CM ବିଜୟ! ଚର୍ଚ୍ଚାରେ ରାଜନୈତିକ ସମୀକରଣ

ଚେନ୍ନାଇ: ଚେନ୍ନାଇରେ ପୁନମଲ୍ଲୀ–ଭାଡାପାଲାନି ମେଟ୍ରୋ ରେଳ ସେବାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ...

Maharashtra FDA: FDA ଅଧିକାରୀଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ, ସଞ୍ଜୟ ରାଉତ କହିଲେ- ଲାଇସେନ୍ସ ବାତିଲ ଧମକ ଦେଉଛନ୍ତି

ମହାରାଷ୍ଟ୍ର: ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍‌ (FDA)ର କିଛି ଅଧିକାରୀଙ୍କ ବିରୋଧରେ ଟଙ୍କା ଆଦାୟ କରିବାର ଅଭିଯୋଗ ଆଣିଛନ୍ତି...

RPSF Jawan: ଚଳନ୍ତା ଟ୍ରେନ୍‌ ତଳେ ଫସିଗଲେ ମହିଳା, RPSF ଯବାନଙ୍କ ତତ୍ପରତାରେ ବଞ୍ଚିଲା ଜୀବନ

ଉତ୍ତରପ୍ରଦେଶ: ଚଳନ୍ତା ଟ୍ରେନ୍‌ ତଳେ ଫସିଯାଇଥିବା ଜଣେ ମହିଳାଙ୍କ ଜୀବନ ଜଣେ RPSF ଯବାନଙ୍କ ତତ୍ପରତା ଓ ସାହସ ଯୋଗୁଁ...

US-China: ଚୀନ୍‌କୁ ଆମେରିକୀୟ ଅସ୍ତ୍ର ବିକ୍ରି ପ୍ରସଙ୍ଗରେ ନୂଆ ଟ୍ୱିଷ୍ଟ, ଟ୍ରମ୍ପ କହିଲେ- ଆଲୋଚନା ହୋଇନି

ନୂଆଦିଲ୍ଲୀ: ଚୀନ୍‌କୁ ଆମେରିକୀୟ ଅସ୍ତ୍ର ଯୋଗାଣ ନେଇ ଆମେରିକାର ଚୀନ୍‌ସ୍ଥିତ ରାଷ୍ଟ୍ରଦୂତ ଡେଭିଡ୍ ପର୍ଡ୍ୟୁଙ୍କ ଦାବିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

Train Ticket Checking: ରେଳ ଯାତ୍ରୀଙ୍କ ବଡ ଖବର! ଅକ୍ଟୋବର ୧ରୁ ଯାଞ୍ଚ ହେବ କଡ଼ା କଡ଼ି, ଯାତ୍ରୀଙ୍କ ପାଇଁ Original ID ଜରୁରୀ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ରେଳ ଯାତ୍ରୀଙ୍କ ପାଇଁ ଟିକେଟ୍ ଯାଞ୍ଚ ଆହୁରି କଡ଼ା ହେବାକୁ ଯାଉଛି। ସେଣ୍ଟ୍ରାଲ ରେଲୱେ ପକ୍ଷରୁ...

ତାମିଲ ଫିଲ୍ମରେ ନଜର ଆସିବେ ବିଦ୍ୟା ବାଲନ, ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ଫିଲ୍ମମେକର ଆର୍. ବାଲ୍କି

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଆଗାମୀ ତାମିଲ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି...

NCERT Class 9: ଏନସିଆରଟି ନବମ ଶ୍ରେଣୀ ନୂଆ ସୋସିଆଲ୍ ସାଇନ୍ସ ବହିରେ ‘Resistance and Resilience’, ଆକ୍ରମଣ ବିରୋଧରେ ଭାରତୀୟ ଶାସକଙ୍କ ପ୍ରତିରୋଧର ଅଧ୍ୟାୟ

ନୂଆଦିଲ୍ଲୀ: NCERTର ନୂଆ କ୍ଲାସ୍-୯ ସୋସିଆଲ୍ ସାଇନ୍ସ ପାଠ୍ୟପୁସ୍ତକରେ ‘Resistance and Resilience’ ନାମରେ ଏକ ନୂଆ ଅଧ୍ୟାୟ ସାମିଲ...

Shalu Released: ୨୧ ଦିନ ପରେ ଜେଲରୁ ବାହାରିଲେ ଶାଲୁ, ସ୍ୱାମୀଙ୍କ ଉପରେ ଲଗାଇଲେ ମିଥ୍ୟା ଅଭିଯୋଗର ଆରୋପ

ନୂଆଦିଲ୍ଲୀ: ଜେଲରୁ ମୁକ୍ତ ହେବା ପରେ ଶାଲୁ ଗଣମାଧ୍ୟମ ସମ୍ମୁଖରେ ନିଜ ପକ୍ଷ ରଖିଛନ୍ତି। ସେ ଦାବି କରିଛନ୍ତି ଯେ,...