Odisha News
ପୂର୍ବ ଶତ୍ରୁତା: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
କେନ୍ଦ୍ରାପଡ଼ା: ଉଗ୍ର ରୂପ ନେଲା ପୂର୍ବ ଶତ୍ରୁତା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ...
ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣାରେ ପନ୍ତିବଡ଼ୁ ସେବକ ନିଲମ୍ବିତ
ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ...
ସିଡ଼ିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ସୋନପୁର: ସିଡ଼ିରୁ ଓହ୍ଲାଉ ଥିବାବେଳେ ଖସିଗଲା ଯୁବକଙ୍କ ଗୋଡ଼ । ତଳେ ପଡ଼ୁ ପଡ଼ୁ ଚାଲିଗଲା ତାଙ୍କ ଜୀବନ । ଏପରି...
‘ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଲାଗୁ ହେବ ଆୟୁଷ୍ମାନ ଯୋଜନା’
ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ...
ଅଚେତ ହେଲେ ହବିଷ୍ୟାଳି, କାଲିଠୁ ବସିଥିଲେ ଧାରଣାରେ
ପୁରୀ: ପୁରୀ ବୃନ୍ଦାବତୀ ନିବାସ ଆଗରେ ଅଚେତ ହୋଇ ପଡ଼ିଛନ୍ତି ଜଣେ ଅଣପଞ୍ଜୀକୃତ ହବିଷ୍ୟାଳି । ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁ ନଥିବାରୁ କାଲିଠୁ ଶୀତ କାକରରେ ବାହାରେ...
ଜମି ବିବାଦରେ ଫସିଛନ୍ତି ମାଆ ଦୁର୍ଗା: ୧୪୪ ଧାରା ଲାଗିଥିବାରୁ ହୋଇପାରୁନି ବିସର୍ଜନ
ଯାଜପୁର: ସରିଛି ମାଆ ଜଗତଜନନୀ ଦେବୀ ଦୁର୍ଗାଙ୍କ ପୂଜା । ଧରାପୃଷ୍ଠରୁ ମେଲାଣି ନେଇସାରିଛନ୍ତି ମାଆ । ସବୁ ସ୍ଥାନରେ...
ଲକ୍ଷେ ଟଙ୍କା ପାଇଁ ତକିଆ ପକାଇ ବୋହୂକୁ ମାରି ଦେଲେ !
ଭଦ୍ରକ: ଯୌତୁକ ଜୁଇରେ ଆଉ ଜଣେ ମହିଳା । ମାତ୍ର ଲକ୍ଷେ ଟଙ୍କା ପାଇଁ ଯେଉଁ ଲକ୍ଷ୍ମୀଙ୍କୁ ଘରର ବୋହୂ...
ପାହାଡ଼ ଉପରୁ ମିଳିଲା ପୁଅର ମୃତଦେହ, ବାପା ଆଣିଲେ ବଳି ଅଭିଯୋଗ
ବଲାଙ୍ଗୀର: ପାହାଡ଼ ଉପରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ଗତକାଲି ସନ୍ଧ୍ୟାରୁ ଥିଲେ ନିଖୋଜ । ପିଲାଟିକୁ ବଳି...
ଚଳନ୍ତା ଟ୍ରେନର ଖସିପଡ଼ି ମାଆଝିଅଙ୍କ କଟିଲା ହାତଗୋଡ଼
ରାୟଗଡ଼ା: ଚଳନ୍ତା ଟ୍ରେନରେ ଚଢିବା ବେଳେ ଖସି ପଡ଼ିଲେ ମାଆ ଓ ଶିଶୁ କନ୍ୟା । ଉଭୟଙ୍କ ହାତ ଓ...
ଏଥର ବାଲିଯାତ୍ରାରେ ଶୁଭିବ ସୋନୁ ନିମଗ ଓ ସୁରେଶ ଓ୍ବାଡେକରଙ୍କ ସ୍ବର, ଝୁମିବେ ଦର୍ଶକ
କଟକ: ଚଳିତବର୍ଷ କଟକ ଐତିହାସିକ ବାଲିଯାତ୍ରାରେ ଚାରଚାନ୍ଦ ଲଗାଇବେ ବଲିଉଡ଼ କଣ୍ଠଶିଳ୍ପୀ । ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ...
କଟକ ଓ ବାଲେଶ୍ବରରେ ସ୍ଥାପନ ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି କଟକ ଓ ସମ୍ବଲପୁରରେ ସ୍ଥାପନ ହେବ । ଏହାକୁ ସ୍ଥାପନ କରିବେ...
ଟ୍ୟାଙ୍କର ଧକ୍କାରେ ମାଟିରେ ମିଶିଲା ଶନି ମନ୍ଦିର
ବଲାଙ୍ଗୀର: ଗାନ୍ଧିନଗର ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ମନ୍ଦିରକୁ ଦେଲା ଜୋଦାର ଧକ୍କା...
