ଓଡ଼ିଶା
Odisha News

କେଉଁ ରାଶିର ଲୋକ ହୁଅନ୍ତି ଅଧିକ ଧନୀ?
ଜ୍ୟୋତିଷ ଶାସ୍ତ୍ରରେ ଧନ-ସମ୍ପଦ ଦ୍ୱିତୀୟ, ଏକାଦଶ ଓ ନବମ ଭାବ ସହ ଜଡ଼ିତ। ଏହା ବ୍ୟତୀତ ଶୁକ୍ର (ଐଶ୍ୱର୍ଯ୍ୟ ଓ...

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ,
ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଙ୍ଗଳବାର କହିଛି।...

ବିଜେଡି ଘୋଷଣା କଲା ୧୮ ଜିଲ୍ଲା ସଭାପତିଙ୍କ ନାଁ
ଭୁବନେଶ୍ୱର:ବିଜେଡି ୧୮ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି।ଅର୍ଥାତ ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର...

ଆସାମ ଏଟିଏମ୍ରେ ମୂଷା ନଷ୍ଟ କଲା, ୧୨ ଲକ୍ଷ ଟଙ୍କା
ଏକ ଅଦ୍ଭୁତପୂର୍ବ ଘଟଣା ଘଟିଛି ଆସାମର ତିନସୁକିଆ ଜିଲ୍ଲାରେ ଏକ ଏଟିଏମ୍ ଭିତରେ ୧୨.୩୮ ଲକ୍ଷ ଟଙ୍କାର ନୋଟ୍ ଚୋବାଇ...

ପାଟଣାଗଡରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା,କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା
ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥା ଜାରି ରହିବ
ଭୁବନେଶ୍ୱର:ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ...

ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଲୁଟି ଚାକିରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ
ଓଡ଼ିଶା ଡଟ୍ ନ୍ୟୁଜ୍: ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ବଲାଙ୍ଗୀର ଦେଓଗାଁ କସ୍ତୁରବା...

ରାଜ୍ୟରେ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା
ଓଡ଼ିଶା ଡଟ୍ ନ୍ୟୁଜ୍: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷାର ସମ୍ଭାବନା । କାଳବୈଶାଖୀ ପ୍ରଭାବରେ ବର୍ଷା ପବନ...

ବାଲେଶ୍ବରରୁ ଉଦ୍ଧାର ହେଲା ରାଜଧାନୀରୁ ଅପହୃତ ଶିଶୁ
ଓଡ଼ିଶା ଡଟ୍ ନ୍ୟୁଜ୍: ରାଜଧାନୀ ଭୁବନେଶ୍ବରର ରାମ ମନ୍ଦିର ସମ୍ମୁଖରୁ ଅପହରଣ ହୋଇଥିବା ଶିଶୁପୁତ୍ର ଉଦ୍ଧାର । ବାଲେଶ୍ବରରୁ ଶିଶୁକୁ...

ବିଜୁ ବାବୁଙ୍କୁ ଅସମ୍ମାନ, ଜାଳି ଦେଲେ ପ୍ରତିମୂର୍ତ୍ତି
ଓଡ଼ିଶା ଡଟ୍ ନ୍ୟୁଜ୍: ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ । ଜାଳି ଦେଲେ...

ଏପ୍ରିଲ ୧୫ରୁ ଜୁନ ୧୪ ଯାଏଁ ସମୁଦ୍ରରେ ମାଛଧରା ଉପରେ ଲାଗିଲା କଟକଣା
ଓଡ଼ିଶା ଡଟ୍ ନ୍ୟୁଜ୍: ଓଡ଼ିଶା ସାମୁଦ୍ରିକ ଉପକୂରେ ଆଜିଠାରୁ ମାଛଧରା ଉପରେ ଲାଗିଲା କଟକଣା । ଆଜି ୧୫ ତାରିଖରୁ...

ପାଟୁଆ ଯାତ୍ରା ଶୋଭାଯାତ୍ରା ଡିଜେ ଗାଡିରେ ଲାଗି ଗଲା ୧୧ କେଭି ବିଦ୍ୟୁତ ତାର, ଚାଲିଗଲା ଦୁଇ ଜୀବନ
ଭଦ୍ରକ: ପାଟୁଆ ଶୋଭାଯାତ୍ରାରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆଓିଲା ଡିଜେ ଗାଡି । ଚାଲିଗଲା ଦୁଇ...