Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ଜୟନ୍ତୀରେ ଅଭାବନୀୟ ଘଟଣାରେ ଗୁରୁତର ଆହତ ଦାମୋଦରଙ୍କୁ ଭେଟିଲେ କେନ୍ଦ୍ରମନ୍ତୀ

ସମ୍ବଲପୁର: ସହରରେ ହନୁମାନ ଜୟନ୍ତୀ ସମୟରେ ଅଭାବନୀୟ ଘଟଣାରେ ଗୁରୁତର ଆହତ ହୋଇଥିବା ବିଜେପିର ବରିଷ୍ଟ ନେତା ଦାମୋଦର କରଙ୍କୁ ତାଙ୍କ ଗୋବିନ୍ଦତୋଲା ବାସଭବନରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ସମୟରେ ବିଜେପିର ଜିଲ୍ଲା ସଭାପତି ଗିରିଶ ପଟେଲ,ବରଗଡ ସାଂସଦ ସୁରେଶ ପୂଝାରୀ,ରେଙ୍ଗାଲୀ ବିଧାୟକ ନାଉରୀ ନାଏକ,ଟଙ୍କଧର ତ୍ରିପାଠୀ,କୁଚିଣ୍ଡାର ପୁର୍ବତନ ବିଧାୟକ ରବିନାରାୟଣ ନାୟକ ପ୍ରମୂଖ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଏହି ଅରାଜକତାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।