ସମ୍ଭାବ୍ୟ ଆତଙ୍କବାଦୀ ହାମାଲକୁ ନେଇ ଓଡ଼ିଶା ପୋଲିସ ର ସାଗର କବଚ
ଅସ୍ତରଙ୍ଗ,, ଜଳ ପଥରେ ସମ୍ଭାବ୍ୟ ଆତଙ୍ଗ ବାଦି ହାମଲାକୁ ପ୍ରତିହତ କରିବା ପାଇଁ ଓଡ଼ିଶା ପୋଲିସ ର ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସାଗର କବଚ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ପୋଲିସ ର ଦୁଇଜଣ ଅତିରିକ୍ତ ଏସ ପି, ପାହିଆର ଦୁଇଜଣ ଅଫିସର ସଚିନ ପଟେଲ ଓ ଜନାର୍ଦ୍ଦନ ପାଢ଼ୀ ରହିଥିବା ବେଳେ,ମେରାଇନ ଥାନା ଆଇ ଆଇ ସି,ଜଗନ୍ନାଥ ବେହେରା ଓ ଅସ୍ତରଙ୍ଗ ଥାନା ଆଇ ଆଇ ସି, ବିଦିତା ନାୟକ ପ୍ରମୁଖ ତଦାରଖ ନିମନ୍ତେ ଦାୟିତ୍ଵ ରେ ରହିଛନ୍ତି।ଅସ୍ତରଙ୍ଗ ବଜାର ,ନୂଆଗଡ,
କାଳିଆକଣ,ସହନ,ଜହାନିଆ, ଦାଳୁଅ
କଣି, ସୁଦିକେଶ୍ୱର ଆଦି ସମୁଦ୍ର ତଟ
ଅଞ୍ଚଳରେ ଦୁଇଜଣ ସବ୍ ଇନ୍ସପେକ୍ଟର, ଏ,ଏସ,ଆଇ, ଛଅଜଣ,ଓ କନେଷ୍ଟ ବଳ ହୋମଗାର୍ଡ ମିଶି ୨୫ଜଣ ସମ୍ଭାବ୍ୟ ଆତଙ୍ଗ ବାଦି ହମଲା ରେ ଯେପରି ଜଳ ପଥରେ ନ ଘଟେ ସେଥିପ୍ରତି ସମୁଦ୍ର ର ବିସ୍ଥିର୍ଣ୍ ଜଳ ରାଶି ଉପରେ ତୀକ୍ଷ୍ମ ନଜର
ରଖିଥିବା ଜଣା ପଡିଛି ।

