Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିପାଇଁ ଆୟୋଜିତ ସଭାରେ ବ୍ରଜଗୋପାଳ ମହାପାତ୍ର ପୌରୋହିତ୍ୟ କରିଥିଲେ । ଏହି ଦିବସରେ ସଫାଇ କାର୍ଯ୍ୟକ୍ରମ ଖଣ୍ଡହତା ଗାଁ ଭିତରୁ ହାଟପଦା ପର୍ଯ୍ୟନ୍ତ କରା ଯାଇଥିଲା । ଏଥିରେ ସମସ୍ତ ସଭ୍ୟ ସଭ୍ୟା ଅଂଶ ଗ୍ରହଣ କରିଥିଲେ । ଘାସିରାମ ମଲ୍ଲିକ ସମ୍ପାଦକ,ସହ ସମ୍ପାଦକ ଗଙ୍ଗାଧର ଚୌଧୁରୀ, ମୁରାରୀ ମିଶ୍ର, ସାକ୍ଷୀ ଗୋପାଳ ମିଶ୍ର, ପ୍ରହଲ୍ଲାଦ ନାୟକ, ଧ୍ୟାନା କର୍ଣ୍ଣ,, ପଦ୍ମଲୋଚନ ଗାଈଗାରିଆ, ଗୋପାଳ ଦେହୁରୀ, ଦିପାଟି କର ମେଣ୍ଡଳୀ, ଗଦାଧର ବାରିକ, ହରିଶଙ୍କର ମେହେର, ହୃଷିକେଶ ନାୟକ, ଛବିଳ ମେହେର, ତପସ୍ବିନୀ ବାଘ, ଗୁଲାପି ମେହେର, ନେପୂର ମେହେର, ଝାଇ ମେହେର, ନବୀନ ଘିବିଲା, ନବୀନ ବିଶ୍ୱାଳ ପ୍ରଭୁତି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories