Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜ ସେବୀ ଅରବିନ୍ଦ ପୁରୋହିତଙ୍କ ହୃଦଘାତରେ ପରଲୋକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ (ବାବୁପାଲି) ଗ୍ରାମର ଅରବିନ୍ଦ ପୁରୋହିତ (୭୨)ଙ୍କ ସୋମବାର ବିଳମ୍ବିତ ରାତ୍ରୀରେ ହୃଦଘାତରେ ପରଲୋକ ହୋଇଯାଇଛି ।
ସୂଚନା ଯେ ଅରବିନ୍ଦ ବୀରମହାରାଜପୁର ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନୀତୁ ପୁରୋହିତଙ୍କ ସ୍ୱାମୀ ଅଟନ୍ତି । ସେ ଜଣେ ସାମାଜ ସେବୀ , ପରୋପକାରୀ ତଥା ମେଳାପି ବ୍ୟକ୍ତି ହିସାବରେ ପରିଚିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ