ପ୍ରଧାନ ଶିକ୍ଷକ ବିଜୟ ମହାପାତ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରଗେଡା ସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଙ୍କୁ ଗ୍ରାମବାସୀ ଛାତ୍ର ଛାତ୍ରୀମାନ ଙ୍କ ଆଖିରୁ ଲୋହଭରା କାନ୍ଦି କାନ୍ଦି ଶିକ୍ଷକ ଙ୍କୁ ବିଦାୟ ଦେବା ସହିତ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଙ୍କ ପକ୍ଷରୁ ବିଦାୟ ସମ୍ୱର୍ଦ୍ଧନା ଦେଇଥିଲେ I ସୁବଳୟା ସହରରେ ଧୂମଧାମ ରେ ପ୍ରସେସନ କରିବା ସହିତ ଶିକ୍ଷକଙ୍କ ଘରେ ଛାଡ଼ିଥିବା ଦେଖାଯାଇଥିଲା l

