Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା ଅଞ୍ଚଳରେ ବେଆଇନ କୁଚିଆ ମଦ ବିକ୍ରି ବନ୍ଦ କରିବା ପାଇଁ ମହିଳାଙ୍କ ଦାବିପତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଫୁଲା ଅଞ୍ଚଳରେ ବେଆଇନ କୁଚିଆ ମଦ ବିକ୍ରି ବନ୍ଦ କରିବା ସହିତ ନୂତନ ଭାବେ ଗଠିତ ହୋଇଥିବା ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଉଫୁଲାରୁ ସଫେଇ କର୍ମଚାରୀ ନିୟୋଜିତ କରିବାକୁ ଦାବି ଜଣାଇଛନ୍ତି ମହିଳା ମାନେ । ମଙ୍ଗଳବାର ଏନେଇ ବୀରମହାରାଜପୁର ଉପଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ