Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ରେ ଶ୍ରୀ ଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ

ବୀରମହାରାଜପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ବଡଦାଣ୍ଡ ରେ ଶ୍ରୀଜୀଉ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ଏହି ପବିତ୍ର ସୁନାବେଶ ରେ ପାଳିଆ ସେବକ ଶ୍ୟାମସୁନ୍ଦର ପୁଝାରୀ. ଘାଶିରାମ ପୁଝାରୀ. ସନ୍ତୋଷ ପୁଝାରୀ. ବିଶ୍ଵଚରଣ ପୁଝାରୀ. ସମ୍ପଦ ପୁଝାରୀ ପ୍ରମୁଖ ସହଯୋଗ କରିଥିବା ସହିତ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ଏହି ପବିତ୍ର ସୁନାବେଶ ଦେଖିବା ପାଇଁ ଜଗନ୍ନାଥ ପ୍ରେମୀଙ୍କ ପ୍ରବଳ ଭିଡ ଦେଖିବା ପାଇଁ ମିଳିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ