Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ନୀତି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ର ନୀତି ଅନୁସାରେ ଆଜି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ସ୍ନାନପୂର୍ଣ୍ଣିମା ଦିନ ଆଜି ଭୋର ପାଞ୍ଚ ଟାରେ ମଙ୍ଗଳ ଆଳତୀ,ସକାଳ 9 ଘଣ୍ଟା ଶ୍ରୀ ଜୀଉ ଙ୍କ ଧାଡ଼ି ପହଣ୍ଡି, ପୂର୍ବାହ୍ନ 11 ଘଣ୍ଟା ଶ୍ରୀ ଜୀଉମାନଙ୍କର ମହାସ୍ନାନ, ଅପରାହ୍ଣ ଗୋଟାଏ ରେ ଗଜାନନ ବେଶ ଏବଂ ଚାରିଟା ରେ ଅଣସର ବିଜେ ଆଦି ନୀତି ନିର୍ଘଣ୍ଟ ହୋଇଥିବା ପ୍ରକାଶ l