Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳ ବୈଶାଖିର ତାଣ୍ଡବ,ଜଣକ ଘର ଭାଙ୍ଗିଲା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି।ଆଜି ଅପରାହ୍ନ ଚାରିଟା ବେଳେ କୁଆପଥର ବୃଷ୍ଟି ସହ ପବନ ବହି ମୁସଳ ଧାରରେ ବର୍ଷା ହୋଇଥିଲା।ଫଳରେ ବନ୍ଧୁଗାଁ ବ୍ଲକରୁ ପାର୍ବତୀପୁର ରାସ୍ତାର ଅନେକ ସ୍ଥାନରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଗତିପୁଟ ଗ୍ରାମର ପିଡିକା ବଗାଙ୍କ ଘର ଉପର ଆଜବେଷ୍ଟ୍ ଉଡି ଜାଇଥିଲା।ଖବର ପାଇ ଅଗ୍ନୀଶ୍ରମ କର୍ଚାରି ମାବେ ଜାଇ ରାସ୍ତା ସଫା କରିଵାରୁ ଯାତାୟତ ସ୍ଵଭାବିକ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ