ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଜାତୀୟ ସମ୍ମିଳନୀ; ଯୋଗଦେଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ


ଗୋପାଳପୁର: ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଭାରତୀୟ ବୈଷୟିକ ଶିକ୍ଷା ସମାଜ ଓଡ଼ିଶା ଶାଖା ପକ୍ଷରୁ ୨ ଦିନିଆ ଜାତୀୟ ସମ୍ମିଳନୀ କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼ାଇ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ। ମୂଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼ାଇ ଯୋଗ ଦେଇ ବିଭିନ୍ନ ବୈଷୟିକ ଶିକ୍ଷାନୁ୍ଠାନର ଅଧ୍ୟାପକ ମାନଙ୍କୁ ସମ୍ମାନିତ କରିବା ସହ ନୂତନ ଜାତୀୟ ଶିକ୍ଷା ନୀତି ବିଷୟରେ ଆଲୋଚନା କରିଥିଲେ। ମୂଖ୍ୟବକ୍ତା ଭାବେ ଭାବେ ଏନ ଆଇ ଟି ରାଉରକେଲ ପ୍ରଫେସର୍ ସୁନିଲ କୁମାର୍ ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷକ ସମାଜ ହିଁ ସମାଜର ମୂଳଦୂଆ ବୋଲି ମତବ୍ୟକ୍ତ କରିଥିଲେ।

ସେହିପର ଭାରତୀୟ ବୈଷୟିକ ଶିକ୍ଷା ସମାଜ ତରଫରୁ ସମ୍ପାଦକ କ୍ଷୀରୋଦ କୁମାର୍ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଚେୟାର ମେନ୍ ପ୍ରଭାତ କୁମାର୍ ପାଢ଼ୀ ଶିକ୍ଷକ ସମାଜ କୁ ସମ୍ମାନୀତ କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇ.ଟି.ଆଇ ର ଅଧ୍ୟକ୍ଷ ରଜତ କୁମାର୍ ପାଣିଗ୍ରାହୀ,ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ପ୍ରଫେସର ପି.ସି ସ୍ୱାଇଁ,ଏସ. ସି ମହାପାତ୍ର, ପୂର୍ବତନ ନିର୍ଦ୍ଦେଶକ। ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଗୋପାଳପୁର ୭/୬/୨୩ ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଭାରତୀୟ ବୈଷୟିକ ଶିକ୍ଷା ସମାଜ ଓଡ଼ିଶା ଶାଖା ପକ୍ଷରୁ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କଲେଜ୍ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ। ମୂଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼ାଇ ଯୋଗ ଦେଇ ବିଭିନ୍ନ ବୈଷୟିକ ଶିକ୍ଷାନୁ୍ଠାନର ଅଧ୍ୟାପକ ମାନଙ୍କୁ ସମ୍ମାନିତ କରିବା ସହ ନୂତନ ଶିକ୍ଷାବର୍ଷ ବିଷୟରେ ଆଲୋଚନା କରିଥିଲେ। ମୂଖ୍ୟବକ୍ତା ଭାବେ ଭାବେ ଏନ ଆଇ ଟି ରାଉରକେଲ ପ୍ରଫେସର୍ ସୁନିଲ କୁମାର୍ ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷକ ସମାଜ ହିଁ ସମାଜର ମୂଳଦୂଆ ବୋଲି ମତବ୍ୟକ୍ତ କରିଥିଲେ। ସେହିପର ଭାରତୀୟ ବୈଷୟିକ ଶିକ୍ଷା ସମାଜ ତରଫରୁ ସମ୍ପାଦକ କ୍ଷୀରୋଦ କୁମାର୍ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଚେୟାର ମେନ୍ ପ୍ରଭାତ କୁମାର୍ ପାଢ଼ୀ ଶିକ୍ଷକ ସମାଜ କୁ ସମ୍ମାନୀତ କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇ.ଟି.ଆଇ ର ଅଧ୍ୟକ୍ଷ ରଜତ କୁମାର୍ ପାଣିଗ୍ରାହୀ,ବୀର ସୁରେନ୍ଦ୍ର ସାଏ ବୈଷିୟୀକ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ପି.ସି ସ୍ୱାଇଁ,ଏସ. ସି ମହାପାତ୍ର, ପୂର୍ବତନ ନିର୍ଦ୍ଦେଶକପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଗୋପାଳପୁର ୭/୬/୨୩ ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟରେ ଭାରତୀୟ ବୈଷୟିକ ଶିକ୍ଷା ସମାଜ ଓଡ଼ିଶା ଶାଖା ପକ୍ଷରୁ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ କଲେଜ୍ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ। ମୂଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼ାଇ ଯୋଗ ଦେଇ ବିଭିନ୍ନ ବୈଷୟିକ ଶିକ୍ଷାନୁ୍ଠାନର ଅଧ୍ୟାପକ ମାନଙ୍କୁ ସମ୍ମାନିତ କରିବା ସହ ନୂତନ ଶିକ୍ଷାବର୍ଷ ବିଷୟରେ ଆଲୋଚନା କରିଥିଲେ। ମୂଖ୍ୟବକ୍ତା ଭାବେ ଭାବେ ଏନ ଆଇ ଟି ରାଉରକେଲ ପ୍ରଫେସର୍ ସୁନିଲ କୁମାର୍ ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷକ ସମାଜ ହିଁ ସମାଜର ମୂଳଦୂଆ ବୋଲି ମତବ୍ୟକ୍ତ କରିଥିଲେ। ସେହିପର ଭାରତୀୟ ବୈଷୟିକ ଶିକ୍ଷା ସମାଜ ତରଫରୁ ସମ୍ପାଦକ କ୍ଷୀରୋଦ କୁମାର୍ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଚେୟାର ମେନ୍ ପ୍ରଭାତ କୁମାର୍ ପାଢ଼ୀ ଶିକ୍ଷକ ସମାଜ କୁ ସମ୍ମାନୀତ କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଇ.ଟି.ଆଇ ର ଅଧ୍ୟକ୍ଷ ରଜତ କୁମାର୍ ପାଣିଗ୍ରାହୀ,ବୀର ସୁରେନ୍ଦ୍ର ସାଏ ବୈଷିୟୀକ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ପି.ସି ସ୍ୱାଇଁ,ଏସ. ସି ମହାପାତ୍ର,ଆଇ.ଆଇ.ଟି,ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ଗଣପତି ପଣ୍ଡା ଓ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ବି.ବି ମହାରଥୀଙ୍କ ସ୍ତ୍ରୀ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ଙ୍କ ଦ୍ଵାରା ପୁସ୍ତିକା “ଅଫଷ୍ଟ୍ରlକ୍ ” ଉନ୍ମୋଚନ କରାଯାଇଥିଲା ।

ବାଲେଶ୍ଵର ବାହାନଗା ରେ ହୋଇଥିବ ରେଲ ଦୁର୍ଘଟଣା ଜୀବନ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଚିକିତ୍ସିତ ହେଉଥିବା ଲୋକଙ୍କ ଶିଘ୍ର ଆସୁ ଆରୋଗ୍ୟ କାମନା ସହ କଲେଜ୍ ପକ୍ଷରୁ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି କୁ ଏକ ଲକ୍ଷ ୫୦ ହଜାର ଟଙ୍କାର ଏକ ମନ୍ତ୍ରୀ ଶ୍ରୀ ଘଡ଼ଇ ଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସର ମହାବିଦ୍ୟାଳୟ ଇମାଜିକ୍ସ କ୍ଳବ୍ ପକ୍ଷରୁ କ୍ଳବ୍ ସଂଯୋଜକ ଅଧ୍ୟାପକ ସାଗର ମୁର୍ମୁ ଙ୍କ ତତ୍ତ୍ୱାବଧାନାରେ ଛାତ୍ର କେ. ବିଜୟ କୁମାର ରେଡ୍ଡୀ ଓ ଛାତ୍ରୀ ଅଭିପ୍ସା ଓ ମନୀଷା ଙ୍କ ପକ୍ଷରୁ କଳାକୃତି ମନ୍ତ୍ରୀ ଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ପରିଚାଳକ ମାନବିକତା ଓ ମୌଳିକ ବିଜ୍ଞାନ ର ମୁଖ୍ୟ ଡ଼ ଚିତ୍ତ ରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୈଷୟିକ ପ୍ରତିଷ୍ଠାନ ର ଅଧକ୍ଷ ଅଧକ୍ଷା ଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।