Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା-କେଉଟିପାଲି ରାସ୍ତା ରୁ ଦାମୀ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଡି ବସିଲା ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ କୁ ଚକମା ଦେଇ ଫେରାର ମାରୁଥିଲେ ଗଞ୍ଜେଇ ମାଫିଆ l ପୋଲିସ ତିନି ଦାମୀ କାର ସହ ମାଫିଆ ଙ୍କୁ ଗିରଫ କରିଛି l ସୋମବାର ବୀରମହାରାଜପୁର ନିକଟସ୍ଥ ସୁବଳୟା କେଉଟିପାଲି ରାସ୍ତା ରେ ଯାଉଥିବା ଦାମୀ କ୍ରେଟା ଗାଡ଼ି ରେ ହେଉଥିଲା ଗଞ୍ଜେଇ ଚାଲାଣ l ମାଡି ବସିଲା ବୀରମହାରାଜପୁର ପୋଲିସ l ଗାଡ଼ିରୁ 323 କେଜି ଗଞ୍ଜେଇ ଜବତ କଲା l ଆଜି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଗାଁର ଅଭିଜିତ ସିଂ ଏବଂ ପିଣ୍ଟୁ ସାହୁ ନାମକ ଯୁବକକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ