Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଲମଣ୍ଡାରେ କ୍ୟାଣ୍ଡଲ ରାଲି

ଲକ୍ଷ୍ମୀପୁର: ବାଲେଶ୍ଵର ଜିଲ୍ଲାର ବାହାନଗା ଷ୍ଟେସନ୍ ଠାରୁ ଦୁଇ କିଲୋମିଟର ଦୁର ପଣପଣା ଠାରେ ହୋଇଥିବା ଶତାବ୍ଦୀର ସବୁଠୁ ବଡ ରେଳ ଦୁର୍ଘଟଣା ସାରା ଦେସକୁ ଦୋହଲାଇ ଦେଇଛି।ଲୌହ ଦାନବର ଆଁରେ ଶହ ଶହ ଜୀବନ ଚାଲି ଜାଇଛି।ଏଇ ଭଳି ହୃଦୟ ବିଦାରକ ଘଟଣାକୁ ନେଇ ସାରା ଦେସ ଏବେ କାନ୍ଦୁଥିବା ବେଳେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଗ୍ରାମ ଠାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆହାତ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଜାଇଛି।ଏଥିସହ ଗ୍ରାମବାସିଙ୍କ ତରଫରୁ ଏକ କ୍ୟାଣ୍ଡଲ ରାଲିର ଆୟୋଜନ କରାଜିବାସହ ଦୁଇ ମିନିଟ୍ ଧରି ନିରବ ପ୍ରାଥନା କରା ଜାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ