Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଉଡି ଲଗାଇ ବାପଘରେ ନବାବିବାହିତାଙ୍କ ମୃତ୍ୟୁ

ବରଗଡ / ଅତାବିରା -ବରଗଡ଼ ଜିଲା ଝାରବନ୍ଧ ଥାନା କୁଲୁପାଲି ପଞ୍ଚାୟତ ଅଧିନସ୍ଥ ବେହେରା ଡୁବୁରୀ ଗ୍ରାମରେ ଜଣେ ନବବିବାହିତା ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ମୃତକା ଜଣକ ହେଲେ ଉକ୍ତ ଗ୍ରାମର ଶାନ୍ତିଲାଲ ପ୍ରଧାନଙ୍କ ଏକମାତ୍ର ଝିଅ ଅଞ୍ଜଳି( ୨୫) l ସେ ଗତ ୪ ତାରିଖ ରବିବାର ପାଇକମାଳ ଥାନା ଅନ୍ତର୍ଗତ ବରତୁଣ୍ଡା ଗ୍ରାମରେ ବିବାହ କରିଥିଲେ। ଗତ ଶନିବାର ସେ ଅଷ୍ଟମଙ୍ଗଳା ଲେଉଟାଣିରେ ବାପଘରକୁ ଆସିଥିଲେ। ରବିବାର ସେ ବାପଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ