Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଯୋଗ ଦିବସ

ସମ୍ବଲପୁର : ଜାତୀୟ ଯୋଗ ଦିବସରେ ଆଜି ବୁଢାରାଜା ସ୍ଥିତ ଜଗନ୍ନାଥ କଲୋନୀରେ ଯୋଗ ଦିବସ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଯୋଗ କ୍ଲାସରେ ଆୟୋଜିତ ଏହି ଶିବିରକୁ ଜେଏମସିର ସାଧାରଣ ସଂପାଦକ ସୁଶାନ୍ତ ନାଥ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଯୋଗ ପ୍ରଶିକ୍ଷିକା ତପସ୍ୱିନୀ ବେହେରା ଯୋଗ ଶକ୍ଷା ପ୍ରଦାନ କରି ଯୋଗର ଉପକାରିତା ଉପରେ ବୁଝାଇଥିଲେ । ଏହି ଶିବିରରେ ବହୁ ଯୁବ ଶିବିରାର୍ଥୀଙ୍କ ସହ ମାନ୍ୟଗଣ ପରିବାର ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ