Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ବିଷାକ୍ତ ସାପ କାମୁଡ଼ାରେ ଯୁବତୀଙ୍କ ମୃତ୍ୟୁ

ଚିପିଲିମା,୨୨/୦୬ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ବେହେରା ଟିକ୍ରା ଗ୍ରାମରେ ୨୮ ବର୍ଷୀୟା ଯୁବତୀ ବାସନ୍ତୀ ପ୍ରଧାନଙ୍କ ନିଜଘରେ ଶୋଇଥିବା ଅବସ୍ଥାରେ ଏକ ଅଜଣା ବିଷାକ୍ତ ସାପ କାମୁଡ଼ାରେ ଚିକିତ୍ସାଧୀନ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଗତ ବୁଧବାର ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ଭୀମସାର ବୁର୍ଲା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସlଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏନେଇ ଗ୍ରାମରେ ଶୋକର ଛାୟା ଖେଳିୟାଇଛି। ଗ୍ରାମ ଶ୍ୱଶାନ ଘାଟରେ ଅନ୍ତିମ ଶବ ସତ୍କାର କରାଯାଇଥିବାବେଳେ, ତାଙ୍କରି ପରିଜନ, ଗ୍ରାମବାସୀ ଉପସ୍ଥିତ ଥିଲେ।ଅପର ପକ୍ଷ୍ୟରେ ବୁର୍ଲା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories