Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ସୁଦ୍ଧା ରୂପାନ୍ତିରତ ହେବ ରାଜ୍ୟର ସବୁ ହାଇସ୍କୁଲ

ଭୁବନେଶ୍ବର: ଡିସେମ୍ବର ସୁଦ୍ଧା ରୂପାନ୍ତିରତ ହେବ ସବୁ ହାଇସ୍କୁଲ । ତେଣୁ ନୂଆବର୍ଷରେ ନୂଆ କ୍ଲାସ ରୁମରେ ପାଠ ପଢ଼ିବେ ପିଲା। ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ମଧ୍ୟ 5T ସାମିଲ ହୋଇଛି । ଏହାସହ ବସଷ୍ଟାଣ୍ଡ ପୂର୍ବାପେକ୍ଷା ସୁନ୍ଦର ହୋଇଛି । ମଲ୍ଟି ପରପଜ୍ ହଲ୍, ସୁଇମିଂ ପୁଲ୍ କାମ ଚାଲିଛି । ଜାନୁଆରୀ ସୁଦ୍ଧା ସବୁ ଘରେ ପହଞ୍ଚିବ ପିଇବା ପାଣି । ଚାନ୍ଦିପୁର ସମୁଦ୍ରକୂଳର ସୌନ୍ଦର୍ଯ୍ୟକରଣ ଚାଲିଛି  ବୋଲି କହିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ।

ବଦଳୁଛି ସ୍କୁଲର ରୂପରେଖ। ଏହାଦ୍ବାରା ଉପକୃତ ହେବେ ଛାତ୍ରଛାତ୍ରୀ। ଓଡ଼ିଶା ପାଇଁ ସୃଷ୍ଟି ହେବ ସ୍ବତନ୍ତ୍ର ପରିଚୟ। ତିନୋଟି ପର୍ଯ୍ୟାୟରେ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ