Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଶାସନିକ ଅବହେଳା ଯୋଗୁଁ ସ୍ଥାପନ ହୋଇ ପାରୁ ନି ସୈନିକ ସ୍କୁଲ ; ସାଂସଦ ଶ୍ରୀମତୀ ସଂଗୀତା ସିଂହ ଦେଓ

ବୀରମହାରାଜପୁର : ସୁବର୍ଣ୍ଣପୁର ରେ ଏକ ସୈନିକ ସ୍କୁଲ ସ୍ଥାପନ ନେଇ ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ବଲାଙ୍ଗିର ଲୋକସଭା ସାଂସଦ ପ୍ରଶାସନିକ ଅବହେଳା ଯୋଗୁଁ ସୈନିକ ସ୍କୁଳ ସ୍ଥାପନ ହୋଇ ପାରୁନଥିବା କହିଛନ୍ତି । ବଳାଙ୍ଗିର ଲୋକସଭା ସାଂସଦ ସଂଗିତା କୁମାରି ସଂହଦେଓ ଙ୍କ ବୀରମହାରାଜପୁର ଅଞ୍ଚଳ ଗସ୍ଥ ସମୟରେ ସୈନିକ ସ୍କୁଲ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରେ ପ୍ରଶାସନିକ ଅବହେଲା କୁ ସେ ଦାୟି କରିଛନ୍ତି । ସାଂସଦଙ୍କ ଅଭିଯୋଗ ଅନୁସାରେ ସୈନିକ ସ୍କୁଲ ସ୍ଥାପନ ର ସ୍ଥାନ ନିରୁପଣ ନେଇ ବିଭିନ୍ନ ସ୍ଥାନ ଦେଖାଯାଇଥିବା ବେଳେ ଜିଲ୍ଲା ପ୍ରସାଶନ ତଥା ରାଜ୍ୟ ସରକାର ଙ୍କ କୈାଣସି ଆନ୍ତରିକତା ନ ଥିବାରୁ ସୈନିକ ସ୍କୁଲ ସ୍ଥାପନ ହୋଇ ପାରୁ ନାହିଁ ବୋଲି ସେ କହିଥିଲେ ।