Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ରଥ ଉପରେ ଶ୍ରୀ ଜିଉଙ୍କ ସୁନାବେଶ….

ଲକ୍ଷ୍ମୀପୁର ୨୯.୬ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ।ଲକ୍ଷ୍ମୀପୁର ଜଗନ୍ମାଥ ମନ୍ଦିର ସମ୍ମୁଖରେ ଗତକାଲି ସଂଧ୍ୟାରେ ମାଉସୀମା ମନ୍ଦିର ସମ୍ମୁଖରେ ରଥ ପହଞ୍ଚିଥିଲା।ଆଜି ସକାଳୁ ବଡଏକାଦଶି ଉପଲକ୍ଷେ ରଥ ଉପରେ ଭକ୍ତମାନେ ପୂଜା କରିଥିଲେ।ସଂଧ୍ୟାରେ ଶ୍ରୀ ଜିଉଙ୍କ ସୁନାବେଶ ଅନୁଷ୍ଟିତ ହୋଇଥିଲା।ସୁନାବେଶ ଦେଖିବା ସକାଶେ ରଥସମ୍ମୁଖରେ ଭକ୍ତଙ୍କ ଗହଳି ଜମିଥିଲା।ସୁନାବେଶ ପରେ ରଥ ଚାରିପାଖର ମହଦ୍ବିପ ବୁଲାଯାଇଥିଲା,ପରେ ମନ୍ଦିର ଉପରେ ମହାଦ୍ବିପ ଚଢାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ